No lexicon data found for Strong's number: 2983

ମାଥିଉଲିଖିତ ସୁସମାଚାର 5:40
ଯଦି କହେି ତୁମ୍ଭ ବିରୁଦ୍ଧ ରେ ବିଗ୍ଭରାଳୟ ରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନବୋକୁ ଇଚ୍ଛା କରେ, ତବେେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ଯ ଦଇେ ଦିଅ।

ମାଥିଉଲିଖିତ ସୁସମାଚାର 7:8
କାରଣ ଯେଉଁଲୋକ ମାଗୁଥାଏ, ସେ ପାଏ। ଯେଉଁଲୋକ ଖାଜେୁଥାଏ, ସେ ପାଏ ଓ ଯାଉଁ ଲୋକ ଦ୍ବାର ଠକ୍ ଠକ୍ କରୁଥାଏ, ତା ପାଇଁ କବାଟ ଲିଯାଏ।

ମାଥିଉଲିଖିତ ସୁସମାଚାର 8:17
ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ ତାହା ସଫଳ ହବୋ ପାଇଁ ଯୀଶୁ ଏହି କାମଗୁଡିକ କଲେ:

ମାଥିଉଲିଖିତ ସୁସମାଚାର 10:8
ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁର୍ନଜୀବିତ କର, କୁଷ୍ଠ ରୋଗ ସୁସ୍ଥ କର, ଭୂତମାନଙ୍କୁ ତଡିଦିଅ। ତୁମ୍ଭେ ବିନା ମୂଲ୍ଯ ରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନା ମୂଲ୍ଯ ରେ ଦାନ କର।

ମାଥିଉଲିଖିତ ସୁସମାଚାର 10:38
ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କୃଶ ବୋହି ମାରେ ଅନୁସରଣ କରନୋହିଁ, ସେ ମାେତେ ପାଇବାକୁ ଯୋଗ୍ଯ ନୁହେଁ।

ମାଥିଉଲିଖିତ ସୁସମାଚାର 10:41
ଯାଉଁ ଲୋକ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାଙ୍କୁ ଭଟେି ତାହାଙ୍କୁ ସ୍ବାଗତ କରେ, ତବେେ ସେ ଭବିଷ୍ଯଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ବୀକାର କରେ ତବେେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ।

ମାଥିଉଲିଖିତ ସୁସମାଚାର 10:41
ଯାଉଁ ଲୋକ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାଙ୍କୁ ଭଟେି ତାହାଙ୍କୁ ସ୍ବାଗତ କରେ, ତବେେ ସେ ଭବିଷ୍ଯଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ବୀକାର କରେ ତବେେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ।

ମାଥିଉଲିଖିତ ସୁସମାଚାର 12:14
କିନ୍ତୁ ଫାରୂଶୀମାନେ ସଠାରୁେ ବାହାରି ଗଲେ। ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ସମାନେେ ଯୋଜନା କଲେ।

ମାଥିଉଲିଖିତ ସୁସମାଚାର 13:20
ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।

ମାଥିଉଲିଖିତ ସୁସମାଚାର 13:31
ତା'ପରେ ଯୀଶୁ ସହେି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ସ୍ବର୍ଗରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ତାକୁ ନଇେ ତା' କ୍ଷତେ ରେ ଲଗାଏ.

Occurences : 263

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்