Base Word | |
λύχνος | |
Short Definition | a portable lamp or other illuminator (literally or figuratively) |
Long Definition | a lamp, candle, that is placed on a stand or candlestick |
Derivation | from the base of G3022 |
Same as | G3022 |
International Phonetic Alphabet | ˈly.xnos |
IPA mod | ˈlju.xnows |
Syllable | lychnos |
Diction | LOO-hnose |
Diction Mod | LYOO-hnose |
Usage | candle, light |
ମାଥିଉଲିଖିତ ସୁସମାଚାର 5:15
ଲୋକେ ଦୀପଟିଏ ଜଳଇେ ତାକୁ ହାଣ୍ଡି ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ବାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।
ମାଥିଉଲିଖିତ ସୁସମାଚାର 6:22
ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।
ମାର୍କଲିଖିତ ସୁସମାଚାର 4:21
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପ ରୁଖା ଉପରେ ଦୀପ ରଖ।
ଲୂକଲିଖିତ ସୁସମାଚାର 8:16
କହେି କବେେ ଦୀପଟିଏ ହାଣ୍ଡିତଳେ ଘୋଡଇେ ରଖିବା ପାଇଁ ବା ଖଟ ତଳେ ଲୁଚଇେ ରଖିବା ପାଇଁ ଜଳଇେ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୁଖା ଉପରେ ରେଖ। ତାହା ହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସମାନେେ ଦେଖି ପାରିବା ପାଇଁ ୟଥେଷ୍ଟ ଆଲୁଅ ପାଇବେ।
ଲୂକଲିଖିତ ସୁସମାଚାର 11:33
କୌଣସି ଲୋକ ଦୀପଟିଏ ଜଳାଇ ଲୁଚାଇ ରେଖନାହିଁ କିମ୍ବା ହାଣ୍ଡି ତଳେ ରେଖ ନାହିଁ। ବରଂ ତାହା ରୁଖାଟିଏ ଉପରେ ରେଖ, ଯାହା ଫଳ ରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ।
ଲୂକଲିଖିତ ସୁସମାଚାର 11:34
ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅ ରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାର ରେ ଭରିୟିବ।
ଲୂକଲିଖିତ ସୁସମାଚାର 11:36
ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହା ହେଲ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହବେ।
ଲୂକଲିଖିତ ସୁସମାଚାର 12:35
କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡିକ ଜଳଇେ ରଖ।
ଲୂକଲିଖିତ ସୁସମାଚାର 15:8
ମନକରେ ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତବେେ ସହେି ସ୍ତ୍ରୀଲୋକଟି ଆଲୁଅ ଲଗଇେ ଘର ସାରା ଭଲ କରି ଓଳଇେ ପକଇବେ ଓ ରୂପା ମୁଦ୍ରାଟି ନ ପାଇବା ପର୍ୟ୍ଯନ୍ତ ଚାରିଆଡେ ଖାଜେିବ।
ଯୋହନଲିଖିତ ସୁସମାଚାର 5:35
ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦଇେଥିଲେ। ଏବଂ ତୁମ୍ଭମାନେେ ସହେି ଆଲୋକ କିଛି କ୍ଷଣ ପାଇଁ ଉପ ଭୋଗ କରି ଖୁସି ହେଲ।
Occurences : 14
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்