No lexicon data found for Strong's number: 34

ମାଥିଉଲିଖିତ ସୁସମାଚାର 8:30
ସେତବେେଳେ ସଠାରୁେ କିଛି ଦୂର ରେ ଗୋଟିଏ ବିରାଟ ଘଷୁରୀ ପଲ ଚରୁଥିଲେ।

ମାଥିଉଲିଖିତ ସୁସମାଚାର 8:31
ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦହରେୁ ତଡି ଦବୋକୁ ଚାହୁଁଛ, ତବେେ ଆମ୍ଭକୁ ଘୁଷୁରୀ ପଲ ରେ ଛାଡିଦିଅ।

ମାଥିଉଲିଖିତ ସୁସମାଚାର 8:32
ଯୀଶୁ ସମାନଙ୍କେୁ କହିଲେ, ଯାଅ! ତେଣୁ ଭୂତମାନେ ମଣିଷଙ୍କ ଦହରେୁ ବାହାରି ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ତାପରେ ସହେି ଘୁଷୁରିପଲ ତୀଖ ପାହାଡରୁ ତଳକୁ ଗଡିଯାଇ ଶଷେ ରେ ହ୍ରଦ ରେ ବୁଡିଗଲେ।

ମାଥିଉଲିଖିତ ସୁସମାଚାର 8:32
ଯୀଶୁ ସମାନଙ୍କେୁ କହିଲେ, ଯାଅ! ତେଣୁ ଭୂତମାନେ ମଣିଷଙ୍କ ଦହରେୁ ବାହାରି ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ତାପରେ ସହେି ଘୁଷୁରିପଲ ତୀଖ ପାହାଡରୁ ତଳକୁ ଗଡିଯାଇ ଶଷେ ରେ ହ୍ରଦ ରେ ବୁଡିଗଲେ।

ମାର୍କଲିଖିତ ସୁସମାଚାର 5:11
ସହେି ପାହାଡ କଡ ରେ ସେତବେେଳେ ଘୁଷୁରିଙ୍କର ଗୋଟିଏ ବଡ ପଲ ଚରୁଥିଲା।

ମାର୍କଲିଖିତ ସୁସମାଚାର 5:13
ଯୀଶୁ ସମାନଙ୍କେୁ ଏପରି କରିବାକୁ ଅନୁମତି ଦଇେ ଦେଲେ। ତା'ପରେ ଦୁଷ୍ଟାତ୍ମାମାନେ ସହେି ଲୋକଟି ଦହରେୁ ବାହାରି ଘୁଷୁରିମାନଙ୍କ ଦହେ ରେ ପଶିଗଲେ। ସହେି ଘୁଷୁରି ପଲ ରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ କଡକୁ ଖୁବ୍ ବଗେ ରେ ଧାଇଁଲେ ଓ ହ୍ରଦ ଭିତ ରେ ପଡି ଗଲେ। ସବୁତକ ଘୁଷୁରି ପାଣି ରେ ବୁଡିଗଲେ।

ଲୂକଲିଖିତ ସୁସମାଚାର 8:32
ସେତବେେଳେ ସହେି ପାହାଡ ଉପରେ ଏକ ବଡ ଘୁଷୁରିଦଳ ଚରୁଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସମାନଙ୍କେୁ ଘୁଷୁରିମାନଙ୍କ ଦହକେୁ ୟିବାକୁ ଅନୁମତି ଦିଅନ୍ତୁ। ଯୀଶୁ ସମାନଙ୍କେୁ ତାହା କରିବାକୁ ଅନୁମତି ଦଇେ ଦେଲେ।

ଲୂକଲିଖିତ ସୁସମାଚାର 8:33
ତା'ପରେ ଭୂତମାନେ ଲୋକଟି ଦହରେୁ ବାହାରି ଆସିଲେ ଓ ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ଦଳକଯାକ ଘୁଷୁରି ସହେି ପାହାଡ ଉପରୁ ହ୍ରଦ ଭିତରକୁ ଦୌଡିଗଲେ ଓ ସମସ୍ତେ ବୁଡିଗଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்