ମାଥିଉଲିଖିତ ସୁସମାଚାର 5:27
ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'
ମାଥିଉଲିଖିତ ସୁସମାଚାର 5:28
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କହେି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା ସହିତ ବ୍ଯଭିଗ୍ଭର କରିବା ପାଇଁ ଗ୍ଭ ହେଁ, ତବେେ ସେ ନିଜ ମନ ଭତ ରେ ସହେି ସ୍ତ୍ରୀ ସହିତ ବ୍ଯଭିଗ୍ଭର କରି ସାରିଲାଣି।
ମାଥିଉଲିଖିତ ସୁସମାଚାର 19:18
ଲୋକ ଜଣକ ପଚ଼ାରିଲା, କେଉଁ ଆଦେଶ? ଯୀଶୁ ଉତ୍ତର ଦେଲେ, 'ତୁମ୍ଭେ କାହାରିକୁ ହତ୍ଯା କରିବ ନାହିଁ, ବ୍ଯଭିଚ଼ାର କରନାହିଁ, ଚେ଼ାରୀ କରନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ ମିଛ କୁହନାହିଁ।'
ମାର୍କଲିଖିତ ସୁସମାଚାର 10:19
କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡିକ ଜାଣିଛ: ହତ୍ଯା କର ନାହିଁ, ବ୍ଯଭିଗ୍ଭର କର ନାହିଁ, ଚୋରି କର ନାହିଁ, ମିଥ୍ଯା ସାକ୍ଷ୍ଯ ଦିଅ ନାହିଁ, ଠକ ନାହିଁ, ଆପଣା ବାପା ମାଆଙ୍କୁ ଆଦର କର।
ଲୂକଲିଖିତ ସୁସମାଚାର 16:18
ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ ତବେେ ସହେି ପୁରୁଷଟି ବ୍ଯଭିଚାର ପାପରେ ଦୋଷୀ ସାବ୍ଯସ୍ତ ହବେ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରେ, ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହବେ।

ଲୂକଲିଖିତ ସୁସମାଚାର 18:20
ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦବେି। ତୁମ୍ଭେ ପରମେଶ୍ବରଙ୍କ ଆଜ୍ଞାମାନ ଜାଣିଛ: 'ତୁମ୍ଭେ ବ୍ଯଭିଚାର କରିବ ନାହିଁ, ତୁମ୍ଭେ କାହାରିକି ହତ୍ଯା କରିବ ନାହିଁ, କୌଣସି ଜିନିଷ ଚୋରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ କବେେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପାମାଆଙ୍କୁ ନିଶ୍ଚୟ ସମ୍ମାନ ଦବେ...'
ଯୋହନଲିଖିତ ସୁସମାଚାର 8:4
ସମାନେେ ଯୀଶୁଙ୍କୁ କହିଲେ, ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ଯଭିଚାର କଲା ବେଳେ ଧରା ପଡିଛି। ସେ ପୁରୁଷ ତା'ର ସ୍ବାମୀ ନୁହେଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:22
ତୁମ୍ଭେ କହୁଛ ଲୋକେ ବ୍ଯଭିଚ଼ାର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସହେି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:22
ତୁମ୍ଭେ କହୁଛ ଲୋକେ ବ୍ଯଭିଚ଼ାର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସହେି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ।
Occurences : 14
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்