Base Word
οὐδέπω
Short Definitionnot even yet
Long Definitionnot yet, not as yet
Derivationfrom G3761 and G4452
Same asG3761
International Phonetic Alphabetuˈðɛ.po
IPA moduˈðe̞.pow
Syllableoudepō
Dictionoo-THEH-poh
Diction Modoo-THAY-poh
Usageas yet not, never before (yet), (not) yet

ଲୂକଲିଖିତ ସୁସମାଚାର 23:53
ତେଣୁ ୟୋ ସଫେ ଯୀଶୁଙ୍କ ଶରୀରକୁ କୃଶ ଉପରୁ ତଳକୁ ଓହ୍ଲାଇ ଆଣିଲେ। ତାହା ଗୋଟିଏ ଲୁଗା ରେ ସେ ଘୋଡାଇ ଦେଲେ। ସେ ଯୀଶୁଙ୍କ ଶରୀରକୁ ନଇେ ପାହାଡକାନ୍ଥ ରେ ଖୋଳା ହାଇେଥିବା ଓ ପୂର୍ବରୁ କବେେ ବ୍ଯବହୃତ ହାଇନେଥିବା କବର ମଧିଅରେ ରଖିଲେ।

ଯୋହନଲିଖିତ ସୁସମାଚାର 7:39
ଯୀଶୁ ପବିତ୍ର ଆତ୍ମାଙ୍କ ବିଷୟ ରେ କହୁଥିଲେ। ଯୀଶୁ ଏପର୍ୟ୍ଯନ୍ତ ମୃତ୍ଯୁ ଭୋଗ କରି ନଥିବାରୁ ଓ ସେ ମହିମାପ୍ରାପ୍ତ ହାଇେ ନଥିବାରୁ ଲୋକମାନଙ୍କୁ ଏପର୍ୟ୍ଯନ୍ତ ପବିତ୍ର ଆତ୍ମା ଦିଆଯାଇ ନଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ବାସ କରିବେ, ସମାନେେ ପବିତ୍ର ଆତ୍ମା ଲାଭ କରିବେ।

ଯୋହନଲିଖିତ ସୁସମାଚାର 19:41
ଯୀଶୁଙ୍କୁ ଯେଉଁଠା ରେ କୃଶବିଦ୍ଧ କରାଯାଇଥିଲା, ସହେି ସ୍ଥାନ ପାଖ ରେ ଗୋଟିଏ ବଗିଚା ଥିଲା। ସହେି ବଗିଚା ରେ ଗୋଟିଏ ନୂଆ କବର ଥିଲା, ଯେଉଁଥି ରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନଥିଲା,

ଯୋହନଲିଖିତ ସୁସମାଚାର 20:9
ଧର୍ମଶାସ୍ତ୍ର ଅନୁସାରେ 'ଯୀଶୁ ମୃତ୍ଯୁରୁ ଅବଶ୍ଯ ପୁନର୍ଜୀବିତ ହବେେ', ଏହାର ଅର୍ଥ ସହେି ଶିଷ୍ଯମାନେ ଏପର୍ୟ୍ଯନ୍ତ ବୁଝି ପାରି ନଥିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:2
କିନ୍ତୁ ପ୍ ରମେ ଅନ୍ୟମାନଙ୍କୁ ବଳିଷ୍ଠ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରେ। ଯଦି କିଏ ଭାବେ ଯେ, ସେ କିଛି ଜାଣେ ତା' ହେଲେ ସେ ଯେ ମୂର୍ଖ ଏହା ଜାଣି ରଖିବା ଉଚିତ୍।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்