Base Word
σαπρός
Short Definitionrotten, i.e., worthless (literally or morally)
Long Definitionrotten, putrefied
Derivationfrom G4595
Same asG4190
International Phonetic Alphabetsɑˈpros
IPA modsɑˈprows
Syllablesapros
Dictionsa-PROSE
Diction Modsa-PROSE
Usagebad, corrupt

ମାଥିଉଲିଖିତ ସୁସମାଚାର 7:17
ପ୍ରେତ୍ୟକକ ଭଲ ଗଛ ରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛ ରେ ମନ୍ଦ ଫଳ ଫଳେ,

ମାଥିଉଲିଖିତ ସୁସମାଚାର 7:18
ଗୋଟିଏ ଭଲ ଗଛ ରେ ମନ୍ଦ ଫଳି ପାରିବନାହିଁ। କି ଗୋଟିଏ ମନ୍ଦ ଗଛ ରେ ଭଲ ଫଳ ଫଳି ପାରିବନାହିଁ।

ମାଥିଉଲିଖିତ ସୁସମାଚାର 12:33
ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।

ମାଥିଉଲିଖିତ ସୁସମାଚାର 12:33
ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।

ମାଥିଉଲିଖିତ ସୁସମାଚାର 13:48
ଯେତବେେଳେ ଜାଲଟି ମାଛ ରେ ଭର୍ତ୍ତି ହାଇଗେଲା, କେଉଟମାନେ ଜାଲକୁ କୂଳକୁ ଟାଣି ଆଣିଲେ। ସମାନେେ ବସି ପଡି ଭଲ ଭଲ ମାଛ ବାଛି ଟୋକଇେ ରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡି ଦେଲେ।

ଲୂକଲିଖିତ ସୁସମାଚାର 6:43
ଗୋଟିଏ ଭଲ ଗଛ ରେ ଖରାପ ଫଳ ଫଳେ ନାହିଁ। ଠିକ୍ ସହେିଭଳି ଗୋଟିଏ ଖରାପ ଗଛ ରେ ଭଲ ଫଳ ଫଳେ ନାହିଁ।

ଲୂକଲିଖିତ ସୁସମାଚାର 6:43
ଗୋଟିଏ ଭଲ ଗଛ ରେ ଖରାପ ଫଳ ଫଳେ ନାହିଁ। ଠିକ୍ ସହେିଭଳି ଗୋଟିଏ ଖରାପ ଗଛ ରେ ଭଲ ଫଳ ଫଳେ ନାହିଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:29
ଯେ ତବେଳେ ତୁମ୍ଭେ କଥାବାର୍ତ୍ତା କର, ସେତବେେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସମାନଙ୍କେୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସମାନଙ୍କେର ମଙ୍ଗଳ ହବେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்