Base Word
Σάῤῥα
Literalprincess
Short DefinitionSarra (i.e., Sarah), the wife of Abraham
Long Definitionthe wife of Abraham
Derivationof Hebrew origin (H8283)
Same asH8283
International Phonetic Alphabetˈsɑr.rɑ
IPA modˈsɑr.rɑ
Syllablesarrha
DictionSAHR-ra
Diction ModSAHR-ra
UsageSara, Sarah

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:19
ଅବ୍ରାହାମଙ୍କୁ 100 ବର୍ଷ ବୟସ ହାଇେଥିଲା, ଅତଏବ ପିଲାପିଲି ହବୋ ସମୟ ଚ଼ାଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ଯ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରାହାମ ଏ କଥା ଭାବିଥିଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:9
ପରମେଶ୍ବରଙ୍କ ପ୍ରତିଜ୍ଞା ଏହିପରି ଥିଲା: ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫରେିବି ଓ ସାରା ପୁତ୍ର ଜନ୍ମ କରିବ।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:11
ପିଲାପିଲି ହବୋ ପାଇଁ ଅବ୍ରହାମଙ୍କର ବୟସ ଅଧିକ ହାଇେ ଯାଇଥିଲା। ଆହୁରି ମଧ୍ଯ ସାରାର ପିଲାପିଲି ହାଇେ ପାରି ନ ଥିଲା। କିନ୍ତୁ ପରମେଶ୍ବରଙ୍କଠା ରେ ଅବ୍ରହାମଙ୍କର ବିଶ୍ବାସ ଥିଲା, ଅତଏବ ପରମେଶ୍ବର ସମାନଙ୍କେୁ ସନ୍ତାନ ହବୋ ପାଇଁ ସକ୍ଷମ କଲେ। ପରମେଶ୍ବରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟ ରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ବାସ ରଖିଥିଲେ।

ପିତରଙ୍କ ପ୍ରଥମ ପତ୍ 3:6
ମୁଁ 'ସାରା' ଭଳି ସ୍ତ୍ରୀ ଲୋକମାନଙ୍କ କଥା କହୁଛି। ସେ ନିଜ ପତି ଅବ୍ରହାମଙ୍କୁ ମାନିଲେ ଓ ତାହାଙ୍କୁ ମାଲିକ ବୋଲି ଡାକିଲେ। ତୁମ୍ଭେ ସମସ୍ତ ସ୍ତ୍ରୀଲୋକମାନେ, ଯଦି ଧାର୍ମିକ କାମ କର ଓ ନିର୍ଭୟ ରୁହ, ତା ହେଲେ ସାରାର ପ୍ରକୃତ ସନ୍ତାନ ଅଟ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்