No lexicon data found for Strong's number: 5007

ମାଥିଉଲିଖିତ ସୁସମାଚାର 18:24
ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରି ଦେଲେ। ତାହାଙ୍କର ଜଣେ ଚ଼ାକର ଉପରେ ଦଶ ହଜାର ରେ ୗପ୍ୟମୁଦ୍ରା ବାକି ଥିଲା।

ମାଥିଉଲିଖିତ ସୁସମାଚାର 25:15
କେଉଁ ଚ଼ାକର କେତେ ଦାଯିତ୍ବ ନଇେ ପାରିବ, ସେ କଥା ସେ ସ୍ଥିର କଲେ। ସେ ଜଣଙ୍କୁ ପାଞ୍ଚ ତୋଡ଼ା ରୂପା ଟଙ୍କା ଦେଲେ। ଆଉ ଜଣଙ୍କୁ ଦୁଇ ତୋଡ଼ା, ଓ ତୃତୀୟ ଙ୍କୁ ଗୋଟିଏ ତୋଡ଼ା ରୂପା ଟଙ୍କା ଦେଲେ। ଚ଼ାକରମାନଙ୍କର ସାମର୍ଥ୍ଯ ଅନୁସାରେ ସମାନଙ୍କେୁ କାମ ବାଣ୍ଟିଦଇେ ସେ ବୁଲିବାକୁ ଚାଲିଗଲେ।

ମାଥିଉଲିଖିତ ସୁସମାଚାର 25:16
ଯେଉଁ ଚ଼ାକରଟି ପାଞ୍ଚ ତୋଡ଼ା ରୂପା ଟଙ୍କା ନଇେଥିଲା, ସେ ତୁରନ୍ତ ସେ ଟଙ୍କାକୁ ବ୍ଯବସାୟ ରେ ଲଗାଇ ଦଲୋ। ସେ ଆଉ ପାଞ୍ଚ ତୋଡ଼ା ରୂପା ଟଙ୍କା ଲାଭକଲା।

ମାଥିଉଲିଖିତ ସୁସମାଚାର 25:20
ଯେଉଁ ଚାକରଟି ପାଞ୍ଚ ତୋଡା ରୂପା ଟଙ୍କା ପାଇଥିଲା, ସେ ମାଲିକ ପାଖକୁ ଆଉ ଅଧିକ ପାଞ୍ଚ ତୋଡ଼ା ଆଣି ଦଲୋ, ଚ଼ାକରଟି କହି 'ଆପଣ ମାେତେ ପାଞ୍ଚ ତୋଡ଼ା ରୂପା ଟଙ୍କା ଦଇେଥିଲେ। ମୁଁ ତା' ଦ୍ବାରା ଆଉ ପାଞ୍ଚ ତୋଡ଼ା ରୂପା ଟଙ୍କା ରୋଜଗାର କରିଛ।'

ମାଥିଉଲିଖିତ ସୁସମାଚାର 25:22
ତା'ପରେ ଦୁଇ ତୋଡ଼ା ରୂପା ଟଙ୍କା ପାଇଥିବା ଚାକରଟି ମାଲିକ ପାଖକୁ ଆସିଲା। ଚ଼ାକରଟି କହିଲା, 'ଆପଣ ମାେତେ ଦୁଇ ତୋଡ଼ା ଟଙ୍କାର ଦାଯିତ୍ବ ଦଇେଥିଲେ। ମୁଁ ଆଉ ଦୁଇ ତୋଡ଼ା ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କର ଦୁଇ ତୋଡ଼ା ଟଙ୍କା ବ୍ଯବହାର କରିଛି।'

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்