Base Word
ὑπαντάω
Short Definitionto go opposite (meet) under (quietly), i.e., to encounter, fall in with
Long Definitionto go to meet, to meet
Derivationfrom G5259 and a derivative of G0473
Same asG0473
International Phonetic Alphabethy.pɑnˈtɑ.o
IPA modju.pɑnˈtɑ.ow
Syllablehypantaō
Dictionhoo-pahn-TA-oh
Diction Modyoo-pahn-TA-oh
Usage(go to) meet

ମାଥିଉଲିଖିତ ସୁସମାଚାର 8:28
ଯୀଶୁ ହ୍ରଦର ଆରପଟ ରେ ଥିବା ଗାଦରୀୟ ଲୋକଙ୍କ ରାଜ୍ଯ ରେ ପହନ୍ଚିଲେ। ଭୁତ ଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥନରୁ ବାହାରି ତାହାଙ୍କୁ ଭଟେିଲେ। ସମାନେେ ବହୁତ ଭୟଙ୍କର ଥିଲେ।

ଲୂକଲିଖିତ ସୁସମାଚାର 8:27
ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦହେ ରେ ଭୂତଟିଏ ପ୍ରବେଶ କରିଥିଲା। ଅନକେ ଦିନ ଧରି ସେ ଲୁଗା ପିନ୍ଧୁ ନଥିଲା କି ଘ ରେ ମଧ୍ଯ ରହୁନଥିଲା। ସେ କବର ସ୍ଥାନ ରେ ରହୁଥିଲା।

ଯୋହନଲିଖିତ ସୁସମାଚାର 11:20
ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘ ରେ ରହିଲେ।

ଯୋହନଲିଖିତ ସୁସମାଚାର 11:30
ଯୀଶୁ ସହେି ସମୟ ପର୍ୟ୍ଯନ୍ତ ଗ୍ରାମକୁ ଆସି ନଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନ ରେ ଦେଖିଥିଲେ, ସେ ପର୍ୟ୍ଯନ୍ତ ସେ ସହେିଠା ରେ ଥିଲେ।

ଯୋହନଲିଖିତ ସୁସମାଚାର 12:18
ଯେତବେେଳେ ସମାନେେ ଶୁଣିଲେ ଯେ ଏହି ଆଶ୍ଚର୍ୟ୍ଯ କାର୍ୟ୍ଯ ଯୀଶୁଙ୍କ ଦ୍ବାରା ହାଇେଛି, ଅନକେ ଲୋକ ତାହାଙ୍କୁ ଭଟେିବା ପାଇଁ ଗଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்