Base Word
ὑποστρέφω
Short Definitionto turn under (behind), i.e., to return (literally or figuratively)
Long Definitionto turn back
Derivationfrom G5259 and G4762
Same asG4762
International Phonetic Alphabethy.poˈstrɛ.fo
IPA modju.powˈstre̞.fow
Syllablehypostrephō
Dictionhoo-poh-STREH-foh
Diction Modyoo-poh-STRAY-foh
Usagecome again, return (again, back again), turn back (again)

ମାର୍କଲିଖିତ ସୁସମାଚାର 14:40
ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ପୁଣି ଫରେି ଆସିଲେ ଓ ଦେଖିଲେ ଯେ, ସମାନେେ ପୁଣି ଶାଇେ ପଡିଛନ୍ତି। ସମାନଙ୍କେ ଆଖି ନିଦ ରେ ମାଡି ପଡୁଥିଲା। ଶିଷ୍ଯମାନେ ଜାଣି ପାରୁ ନଥିଲେ ଯେ, ସମାନେେ ଯୀଶୁଙ୍କୁ କ'ଣ ଉତ୍ତର ଦବେେ।

ଲୂକଲିଖିତ ସୁସମାଚାର 1:56
ମରିୟମ ପ୍ରାୟ ତିନିମାସ ପର୍ୟ୍ଯନ୍ତ ଏଲୀଶାବେଥଙ୍କ ପାଖ ରେ ରହିବା ପରେ ନିଜେ ଘରକୁ ଫରେିଗଲେ।

ଲୂକଲିଖିତ ସୁସମାଚାର 2:39
ୟୋ ସଫେ ଓ ମରିୟମ ପ୍ରଭୁଙ୍କ ବ୍ଯବସ୍ଥାନୁଯାଯୀ ସମସ୍ତ କାର୍ୟ୍ଯ ସମ୍ପୂର୍ଣ୍ଣ କଲେ। ତା'ପରେ ସମାନେେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫରେିଗଲେ।

ଲୂକଲିଖିତ ସୁସମାଚାର 2:43
ପର୍ବ ଦିନତକ ଶଷେ ହାଇଯେିବା ପରେ ସମାନେେ ଘରକୁ ଫରେୁଥିଲେ। କିନ୍ତୁ ବାଳକ ଯୀଶୁ ଯୀରୁଶାଲମ ରେ ରହିଗଲେ। ତାହାଙ୍କ ବାପାମାଆ ଏକଥା ଜାଣିନଥିଲେ।

ଲୂକଲିଖିତ ସୁସମାଚାର 2:45
କିନ୍ତୁ ସମାନେେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସମାନେେ ଯୀଶୁଙ୍କୁ ଖାଜେି ଖାଜେି ୟିରୁଶାଲମ ଫରେି ଆସିଲେ।

ଲୂକଲିଖିତ ସୁସମାଚାର 4:1
ଯୀଶୁ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ୟର୍ଦ୍ଦନ ନଦୀରୁ ବାହୁଡି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢାଇ ନଇଗେଲେ।

ଲୂକଲିଖିତ ସୁସମାଚାର 4:14
ପବିତ୍ର ଆତ୍ମାଙ୍କ ଦ୍ବାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫରେିଗଲେ। ଗାଲିଲୀର ଚାରିଆଡେ ଯୀଶୁଙ୍କ ବିଷୟ ରେ ଖବର ବ୍ଯାପିଗଲା।

ଲୂକଲିଖିତ ସୁସମାଚାର 7:10
ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସମାନେେ ଘରକୁ ଫରେିୟିବା ପରେ ଦେଖିଲେ ଯେ ଚାକରଟି ସୁସ୍ଥ ହାଇେ ଯାଇଛି।

ଲୂକଲିଖିତ ସୁସମାଚାର 8:37
ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସହେି ସ୍ଥାନରୁ ଚାଲିୟିବାପାଇଁ ଅନୁ ରୋଧ କଲେ। କାରଣ ସମାନେେ ସମସ୍ତେ ବହୁତ ଡରି ଯାଇଥିଲେ। ତେଣୁ ଯୀଶୁ ଡଙ୍ଗା ରେ ବସି ଗାଲିଲୀ ଫରେିଗଲେ।

ଲୂକଲିଖିତ ସୁସମାଚାର 8:39
ଘରକୁ ଫରେିଯାଅ। ପରମେଶ୍ବର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।

Occurences : 35

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்