Base Word
φίλημα
Short Definitiona kiss
Long Definitiona kiss
Derivationfrom G5368
Same asG5368
International Phonetic Alphabetˈfil.e.mɑ
IPA modˈfil.e̞.mɑ
Syllablephilēma
DictionFEEL-ay-ma
Diction ModFEEL-ay-ma
Usagekiss

ଲୂକଲିଖିତ ସୁସମାଚାର 7:45
ତୁମ୍ଭେ ମାେତେ ଚୁମ୍ବନ ଦଲେ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ୟ୍ଯନ୍ତ ସେ ମାରେ ପାଦ ରେ ଚୁମ୍ବନ ଦବୋ ବନ୍ଦ କରିନାହିଁ।

ଲୂକଲିଖିତ ସୁସମାଚାର 22:48
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ୟିହୂଦା, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦବୋପାଇଁ ବଂଧୁତାର ଚୁମ୍ବନକୁ ବ୍ଯବହାର କରୁଛ?

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:16
ତୁମ୍ଭମାନେେ ସମସ୍ତେ ପବିତ୍ର ଚୁମ୍ବନ ଦଇେ ଏକା ରକେକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ବାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନଜଣାଉଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:20
ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତବେେଳେ ତୁମ୍ଭମାନେେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦଇେ ଅଭିବାଦନ ଜଣାଅ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:12
ପବିତ୍ର ଚୁମ୍ବନ ଦ୍ବାରା ପରସ୍ପରକୁ ସ୍ବାଗତ ଜଣାଅ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:26
ଏକତ୍ରୀତ ହେଲା ବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦଇେ ନମସ୍କାର କର।

ପିତରଙ୍କ ପ୍ରଥମ ପତ୍ 5:14
ଯେତବେେଳେ ଦଖାେ ସାକ୍ଷାତ ହେଉଛି, ପରସ୍ପରକୁ ପ୍ ରମେ ଚୁମ୍ବନ ଦ୍ବାରା ନମସ୍କାର କର।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்