Base Word
χρῆμα
Short Definitionsomething useful or needed, i.e., wealth, price
Long Definitiona thing, a matter, affair, event, business
Derivation
Same as
International Phonetic Alphabetˈxre.mɑ
IPA modˈxre̞.mɑ
Syllablechrēma
DictionHRAY-ma
Diction ModHRAY-ma
Usagemoney, riches

ମାର୍କଲିଖିତ ସୁସମାଚାର 10:23
ଯୀଶୁ ଚାରି ଆଡେ ଚାହିଁ ଶିଷ୍ଯମାନଙ୍କୁ କହିଲେ, ଧନୀ ଲୋକମାନଙ୍କ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ବଡ କଠିନ ବିଷୟ।

ମାର୍କଲିଖିତ ସୁସମାଚାର 10:24
ଯୀଶୁଙ୍କ କଥା ଶୁଣି ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ, କିନ୍ତୁ ଯୀଶୁ ସମାନଙ୍କେୁ ପୁଣି କହିଲେ, ହେ ମାରେ ପିଲାମାନେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ପ୍ରକୃତ ରେ କଡେେ କଠିନ।

ଲୂକଲିଖିତ ସୁସମାଚାର 18:24
ସହେି ଯିହୂଦୀ ନେତାଙ୍କୁ ଦୁଃଖିତ ହବୋର ଦେଖି ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:37
ୟୋ ସଫଙ୍କେର ଖଣ୍ଡିଏ କ୍ଷତେ ଥିଲା। ସେ ତାହାକୁ ବିକ୍ରୀ କରି ଦେଲେ ଓ ବିକ୍ରୀଲବ୍ଧ ସମସ୍ତ ଟଙ୍କା ଆଣି ପ୍ ରରେିତମାନଙ୍କୁ ଦଇେ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:18
ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,

ରେରିତମାନଙ୍କ କାର୍ଯ୍ୟର ବିବରଣ 8:20
ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:26
କିନ୍ତୁ ଫଲେୀକ୍ସ୍ ପାଉଲଙ୍କ ସହିତ କଥା ହବୋର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦବେେ। ତେଣୁ ସେ ପାଉଲଙ୍କୁ ଅନକେଥର ଡ଼କାଇ କଥା ହେଉଥିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்