Base Word
בָּצַע
Short Definitionto break off, i.e., (usually) plunder; figuratively, to finish, or (intransitively) stop
Long Definitionto cut off, break off, gain by unrighteous violence, get, finish, be covetous, be greedy
Derivationa primitive root
International Phonetic Alphabetbɔːˈt͡sˤɑʕ
IPA modbɑːˈt͡sɑʕ
Syllablebāṣaʿ
Dictionbaw-TSA
Diction Modba-TSA
Usage(be) covet(-ous), cut (off), finish, fulfill, gain (greedily), get, be given to (covetousness), greedy, perform, be wounded
Part of speechv

ଆୟୁବ ପୁସ୍ତକ 6:9
ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।

ଆୟୁବ ପୁସ୍ତକ 27:8
ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।

ଗୀତସଂହିତା 10:3
ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷଯରେ ଗର୍ବ ଅନୁଭବ କରନ୍ତି ଓ ସହେି ଲୋଭୀ ଲୋକମାନେ ପରମେଶ୍ବରଙ୍କୁ ଅଭିଶାପ ଦିଅନ୍ତି। ଏହି ଉପାଯରେ ସହେି ମନ୍ଦ ଲୋକମାନେ ଦଖାଇେ ଦବୋକୁ ଚାହାଁନ୍ତି ସମାନେେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।

ହିତୋପଦେଶ 1:19
ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।

ହିତୋପଦେଶ 15:27
ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ମାତ୍ର ଯେଉଁ ଲୋକ ଲାଞ୍ଚକୁ ଘୃଣା କରେ, ସେ ବଞ୍ଚିବ।

ଯିଶାଇୟ 10:12
ମାରେ ପ୍ରଭୁ ୟିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧ ରେ ସମସ୍ତ କାର୍ୟ୍ଯ ସମାପ୍ତ କଲାପ ରେ ଅଶୂରକୁ ଦଣ୍ଡ ଦବେେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ବର ତାଙ୍କୁ ଦଣ୍ଡ ଦବେେ।

ଯିଶାଇୟ 38:12
ମଷେପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମାରେ ଆଯୁକୁ ମାଠାରୁେ ଦୂରୀକୃତ କରାୟାଇଛି। ମାରେ ଜୀବନକୁ ତନ୍ତପରି ଗୁଡ଼ାଇ ଅଛି। ସେ ମାେତେ ତନ୍ତରୁ କାଟି ପକାଇବେ। ଏକ ଦିବାରାତ୍ର ସମୟ ମଧିଅରେ ମାରେ ଜୀବନ ନିଃଶଷେ କରି ଦବେ।

ଯିରିମିୟ 6:13
ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ।

ଯିରିମିୟ 8:10
ତେଣୁ ଆମ୍ଭେ ସମାନଙ୍କେର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦବୋ ଓ ସମାନଙ୍କେର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦବୋ। କାରଣ ଇଶ୍ରାୟେଲ କ୍ଷୁଦ୍ରଠାରୁ ମହାନ୍ ଲୋକ ପର୍ୟ୍ଯନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ଯଦବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ୟ୍ଯନ୍ତ ସମସ୍ତେ ମିଥ୍ଯାଚରଣ କରନ୍ତି।

ଯିରିମିୟଙ୍କ ବିଳାପ 2:17
ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି। ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ, ସହେି ବାକ୍ଯ ସଫଳ କରିଅଛନ୍ତି। ସେ ନିପାତ କରିଅଛନ୍ତି ଓ ଦୟା କରି ନାହାଁନ୍ତି। ଆଉ ସେ ଶତ୍ରୁକୁ ତୁମ୍ଭ ଉପ ରେ ଆନନ୍ଦ କରିବାକୁ ଦଇେଅଛନ୍ତି ଓ ସେ ତୁମ୍ଭ ବିପକ୍ଷ ରେ ସମାନଙ୍କେୁ ଉନ୍ନତ କରିଅଛନ୍ତି।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்