Base Word
גׇּלְיַת
Short DefinitionGoljath, a Philistine
Long Definitionthe Philistine giant of Gath slain by David's sling
Derivationperhaps from H1540; exile
International Phonetic Alphabetɡolˈjɑt̪
IPA modɡolˈjɑt
Syllablegolyat
Dictionɡole-YAHT
Diction Modɡole-YAHT
UsageGoliath
Part of speechn-pr-m

ପ୍ରଥମ ଶାମୁୟେଲ 17:4
ଗାଥ ନିବାସୀ ଗଲିଯାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣୀରକ୍ସ୍ଟ ବାହାର ହେଲା, ସେ ସାଢେ ଛଅ ହାତ ଉଚ୍ଚ।

ପ୍ରଥମ ଶାମୁୟେଲ 17:23
ସେ ସମାନଙ୍କେ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିଯାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ଯବାହୀନି ମଧ୍ଯରକ୍ସ୍ଟ ଉଠି ଆସି ପୂର୍ବପରି ପାଟିକଲା। ଦାଉଦ ତାହା ଶୁଣିଲେ।

ପ୍ରଥମ ଶାମୁୟେଲ 21:9
ଦାଉଦ ଅହୀମଲକେକକ୍ସ୍ଟ କହିଲେ, ଏଠା ରେ ତକ୍ସ୍ଟମ୍ଭ ହାତ ରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁ ଆପଣା ଖଡ୍ଗ ବା ଅସ୍ତ୍ରଶସ୍ତ୍ର ସାଥି ରେ ଆଣି ନାହିଁ। ଯେଣକ୍ସ୍ଟ ରାଜାଙ୍କ ଅଭିୟାନ ଶିଘ୍ର କରିବାକୁ ପଡିବ।

ପ୍ରଥମ ଶାମୁୟେଲ 22:10
ଅହୀମଲକେ ଦାଉଦଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା ଓ ତାହାକକ୍ସ୍ଟ ଖାଦ୍ୟ ଦ୍ରବ୍ଯ ଓ ପଲେଷ୍ଟୀୟର ଖଣ୍ତା ଦେଲେ।

ଦିତୀୟ ଶାମୁୟେଲ 21:19
ଏହାପରେ ପକ୍ସ୍ଟନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ ରେ ୟକ୍ସ୍ଟଦ୍ଧ ହେଲା। ସେଥି ରେ ବୈଥ୍ଲହମେୀଯ ୟା ରେ-ଓରଗୀମର ପକ୍ସ୍ଟତ୍ର ଇଲ୍ହାନନ୍ ତନ୍ତି ନରାଜ ତକ୍ସ୍ଟଲ୍ଯ ବର୍ଚ୍ଛାଧାରୀ ଗାଥୀଯ ଗଲିଯାତକକ୍ସ୍ଟ ବଧ କଲା।

ପ୍ରଥମ ବଂଶାବଳୀ 20:5
ଆଉ ଏକ ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ୟୁଦ୍ଧ କଲେ। ୟାଯୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିଯାତର ଭ୍ରାତା ଥିଲେ। ଗଲିଯାତ ଗାଥ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்