Base Word
גֵּר
Short Definitionproperly, a guest; by implication, a foreigner
Long Definitionsojourner
Derivationor (fully) geyr (gare); from H1481
International Phonetic Alphabetɡer
IPA modɡeʁ
Syllablegēr
Dictionɡare
Diction Modɡare
Usagealien, sojourner, stranger
Part of speechn-m

ଆଦି ପୁସ୍ତକ 15:13
ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଏ ବିଷଯ ରେ ନିଶ୍ଚିତ ହାଇପୋରିବ, ତୁମ୍ଭର ବଂଶଧର ବିଦେଶ ରେ ପ୍ରବାସୀ ହବେେ ଏବଂ କ୍ରୀତଦାସ ହବେେ ଏବଂ କ୍ଲେଶ ଭୋଗ କରିବେ 400 ବର୍ଷ ପର୍ୟ୍ଯନ୍ତ।

ଆଦି ପୁସ୍ତକ 23:4
ମୁଁ ତୁମ୍ଭମାନଙ୍କ ଦେଶ ରେ ଏକା ବିଦେଶୀ ଅଟେ। ମାରେ ସ୍ତ୍ରୀକୁ କବର ଦବୋପାଇଁ ସ୍ଥାନ ମାରେ ନାହିଁ। ଦୟାକରି ମାେତେ ମାରେ ସ୍ତ୍ରୀ ପାଇଁ କବର ସ୍ଥାନ ରେ ଅଧିକାର ଦିଅନ୍ତୁ।

ଯାତ୍ରା ପୁସ୍ତକ 2:22
ସିପ୍ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ମାଶାେ ତାଙ୍କର ନାମ ଗେର୍ଶୋମ ଦେଲେ, କାରଣ ସେ କହିଲେ, ମୁଁ ବିଦେଶ ରେ ବାସ କରି ଆସୁଅଛି।

ଯାତ୍ରା ପୁସ୍ତକ 12:19
ସପ୍ତା ହେ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ଗୃହ ରେ ଲେଶମାତ୍ର ତାଡି ନ ରହୁ କାରଣ ବିଦେଶୀ ଅବା ସ୍ବଦେଶୀ ଯେଉଁ ଜନ ଏଥିମଧିଅରେ ତାଡି ମିଶ୍ରିତ ଦ୍ରବ୍ଯ ଖାଇବ, ସେ ପ୍ରାଣୀ ଇଶ୍ରାୟେଲ ମସ୍ତକରୁ ଉଚ୍ଛିନ୍ନ ହବେ।

ଯାତ୍ରା ପୁସ୍ତକ 12:48
ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଚାହିଁବ ନିସ୍ତାର ପର୍ବ ରେ ଭାଗନବୋ ପାଇଁ ତବେେ ତାକୁ ସୁନ୍ନତ ହବୋକୁ ପଡିବ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ସହିତ ସମାନ ହବେ। ଏହାପରେ ସେ ତୁମ୍ଭ ସହିତ ଭୋଜନ କରିପାରିବ। ଯଦି ଜଣେ ସୁନ୍ନତ ହାଇନେଥିବ ତବେେ ସେ ନିସ୍ତାରପର୍ବ ପାଳନ କରିପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇପାରିବ ନାହିଁ।

ଯାତ୍ରା ପୁସ୍ତକ 12:49
ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।

ଯାତ୍ରା ପୁସ୍ତକ 18:3
ଯିଥ୍ରୋମଧ୍ଯ ମାଶାଙ୍କେର ଦୁଇପୁତ୍ରଙ୍କୁ ସାଙ୍ଗ ରେ ନଇେଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାୟାଇଥିଲା କାରଣ ମାଶାେ କହିଲେ, ମୁଁ ବିଦେଶ ରେ ପ୍ରବାସୀ ହଲିେ।

ଯାତ୍ରା ପୁସ୍ତକ 20:10
ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ଯା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ବାରବର୍ତ୍ତୀ ବିଦେଶୀ କହେି କୌଣସି କାର୍ୟ୍ଯ କରିବ ନାହିଁ।

ଯାତ୍ରା ପୁସ୍ତକ 22:21
ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।

ଯାତ୍ରା ପୁସ୍ତକ 22:21
ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।

Occurences : 92

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்