Base Word
דֶּבֶר
Short Definitiona pestilence
Long Definitionpestilence, plague
Derivationfrom H1696 (in the sense of destroying)
International Phonetic Alphabetd̪ɛˈbɛr
IPA moddɛˈvɛʁ
Syllabledeber
Dictiondeh-BER
Diction Moddeh-VER
Usagemurrain, pestilence, plague
Part of speechn-m

ଯାତ୍ରା ପୁସ୍ତକ 5:3
ଏହାପରେ ହାରୋଣ ଏବଂ ମାଶାେ କହିଲେ, ଏବ୍ରୀଯମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡୁଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ୟିବାକୁ ଦିଅନ୍ତୁ। ଆମ୍ଭମାନେେ ସଠାେରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର। ଯଦି ଆମ୍ଭେ ତାହା ନକରୁ ସେ ହୁଏତ୍ କୋରଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ବଂସ କରିପାରନ୍ତି। ସେ ଆମ୍ଭମାନଙ୍କୁ ୟୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ଯମ ରେ ମୃତ୍ଯୁ ଦଇେ ପାରନ୍ତି।

ଯାତ୍ରା ପୁସ୍ତକ 9:3
ତବେେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରଯୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠା ରେ ମାହାମାରୀ ସୃଷ୍ଟି କରିବେ।

ଯାତ୍ରା ପୁସ୍ତକ 9:15
ବର୍ତ୍ତମାନ ସୁଦ୍ଧା, ମାରେ ପରାକ୍ରମ ଦ୍ବାରା ଏକ ରୋଗଦ୍ବାରା ତୁମ୍ଭଙ୍କୁ ଏବଂ ତୁମ୍ଭର ଲୋକମାନଙ୍କୁ ଶଷେ କରିସାରନ୍ତିଣି।

ଲେବୀୟ ପୁସ୍ତକ 26:25
ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିଯମ ଲଙ୍ଘନର ପ୍ରତିଫଳ ହବେ। ତୁମ୍ଭମାନେେ ନଗର ମଧିଅରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭମାନେେ ଶତୃ ହସ୍ତ ରେ ସମର୍ପିତ ହବେ।

ଗଣନା ପୁସ୍ତକ 14:12
ମୁଁ ମହାମାରୀଦ୍ବାରା ସମାନଙ୍କେୁ ସଂହାର କରିବି ଓ ସମାନଙ୍କେର ଅଧିକାର ଛଡଇେ ନବେି। ପୁଣି ସମାନଙ୍କେଠାରୁ ତୁମ୍ଭକୁ ବଡ ଓ ବଳବାନ ଜାତି କରିବି।

ଦିତୀୟ ବିବରଣ 28:21
ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭକୁ ମହାମାରୀ ରୋଗ ରେ ଆକ୍ରାନ୍ତ କରିବେ। ତୁମ୍ଭମାନେେ ଯେଉଁ ଦେଶକକ୍ସ୍ଟ ଅଧିକାର କରିବାକୁ ଯାଉଅଛ, ସହେି ଦେଶରକ୍ସ୍ଟ ତୁମ୍ଭମାନଙ୍କୁ ଧ୍ବଂସ କରିବେ।

ଦିତୀୟ ଶାମୁୟେଲ 24:13
ଗାଦ ଦାଉଦଙ୍କ ନିକଟକକ୍ସ୍ଟ ୟାଇ ତାଙ୍କୁ କହିଲେ, ଏହି ତିନୋଟି ମଧ୍ଯରକ୍ସ୍ଟ ଗୋଟିକକ୍ସ୍ଟ ବାଛ।

ଦିତୀୟ ଶାମୁୟେଲ 24:15
ତେଣୁ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ମହାମାରୀ ପଠାଇଲେ। ଏହି ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଆରମ୍ଭ ହାଇେ ନିର୍ଦ୍ଧିଷ୍ଟ ସମୟ ପର୍ୟ୍ଯନ୍ତ ଗ୍ଭଲକ୍ସ୍ଟ ରହିଲା। ତେଣୁ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ 70,000 ଲୋକ ମୃତକ୍ସ୍ଟ୍ଯବରଣ କଲେ।

ପ୍ରଥମ ରାଜାବଳୀ 8:37
ଯବେେ ଦେଶ ରେ ଦୁର୍ଭିକ୍ଷ ହୁଏ, ଯବେେ ମହାମାରୀ ହୁଏ, ଶସ୍ଯ ସବୁ ନଷ୍ଟ ହୁଏ, ପଙ୍ଗପାଳ ଓ କୀଟ ଦ୍ବାରା ନଷ୍ଟ ହୁଏ, ଶତୃମାନଙ୍କଦ୍ବାରା ନଗର ସମୂହ ଆକ୍ରମିତ ହାଇେ ଅବରୁଦ୍ଧ ହୁଏ ଓ ଯବେେ ତୁମ୍ଭର ଲୋକେ ରୋଗାକ୍ରାନ୍ତ ହୁଅନ୍ତି।

ପ୍ରଥମ ବଂଶାବଳୀ 21:12
ଦେଶସାରା ଭୟଙ୍କର ବ୍ଯାଧି ବ୍ଯାପି ୟିବ ଓ ସଦାପ୍ରଭୁଙ୍କର ଦୂତ ଇଶ୍ରାୟେଲ ମଧ୍ଯ ଦଇେ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।' ବର୍ତ୍ତମାନ ୟିଏ ମାେତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନଇୟିବେି ?

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்