Base Word
אוֹדוֹת
Short Definitionturnings (i.e., occasions); (adverb) on account of
Long Definitioncause
Derivationor (shortened) אֹדוֹת (only thus in the plural); from the same as H0181
International Phonetic Alphabetʔoˈd̪ot̪
IPA modʔo̞wˈdo̞wt
Syllableʾôdôt
Dictionoh-DOTE
Diction Modoh-DOTE
Usage(be-)cause, concerning, sake
Part of speechn-f

ଆଦି ପୁସ୍ତକ 21:11
ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଯଲେ ବିଷଯ ରେ ବହୁତ ଭାବିଲେ।

ଆଦି ପୁସ୍ତକ 21:25
ଏହାପରେ ଅବ୍ରହାମ ଅବିମଲକଠାେ ରେ ଅଭିଯୋଗ କଲେ। କାରଣ ଅବିମଲକରେ ଦାସମାନେ ଏକ କୂଅକୁ କବ୍ଜା ରେ କରି ନଇେଛନ୍ତି।

ଆଦି ପୁସ୍ତକ 26:32
ସହେିଦିନ ଇସ୍ହାକର ଦାସମାନେ ଆସି କହିଲେ ଯେ ସମାନେେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।

ଯାତ୍ରା ପୁସ୍ତକ 18:8
ସଦାପ୍ରଭୁ ତାଙ୍କର ଇଶ୍ରାୟେଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସହେି ସମସ୍ତ ବିଷଯ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ। ମାଶାେ ମଧ୍ଯ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧ ରେ ଇଶ୍ରାୟେଲ ନିମନ୍ତେ ଯାହା କରିଥିଲେ, ସମାନେେ ରାସ୍ତା ରେ ସମ୍ମୁଖୀନ ହାଇେଥିବା କଠିନତା ବିଷଯ କହିଲେ। ଏବଂ କିପରି ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିଛନ୍ତି ତାହା ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ।

ଗଣନା ପୁସ୍ତକ 12:1
ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ଓ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ।

ଗଣନା ପୁସ୍ତକ 13:24
ଇଶ୍ରାୟେଲର ଲୋକମାନେ ଯେଉଁ ଉପତ୍ୟକା ରେ ଦ୍ରାକ୍ଷାପନ୍ଡୋ କାଟି ଥିଲେ, ସେଥି ସକାେଶ ସହେି ସ୍ଥାନ ଇଷ୍କୋଲ ଉପତ୍ୟକା ନାମ ରେ ପ୍ରସିଦ୍ଧ ହେଲା।

ଯିହୋଶୂୟ 14:6
ଦିନେ ୟିହକ୍ସ୍ଟଦା ପରିବାରବର୍ଗଠାରକ୍ସ୍ଟ କିଛି ଲୋକ ଗିଲ୍ଗଲ୍ ରେ ଥିବା ଯିହାଶୂେୟଙ୍କ ନିକଟକକ୍ସ୍ଟ ଗଲେ। ସହେି ଲୋକମାନଙ୍କ ମଧିଅରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀଯ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର ଥିଲା। କାଲେବ୍ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ବର କାଦେଶ ବର୍ଣ୍ଣଯେ ରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସବେକ ମାଶାଙ୍କେକ୍ସ୍ଟ କହିଥିଲେ ଯାହା ତକ୍ସ୍ଟମ୍ଭ ବିଷଯ ରେ ଓ ମାେ ବିଷଯ।

ଯିହୋଶୂୟ 14:6
ଦିନେ ୟିହକ୍ସ୍ଟଦା ପରିବାରବର୍ଗଠାରକ୍ସ୍ଟ କିଛି ଲୋକ ଗିଲ୍ଗଲ୍ ରେ ଥିବା ଯିହାଶୂେୟଙ୍କ ନିକଟକକ୍ସ୍ଟ ଗଲେ। ସହେି ଲୋକମାନଙ୍କ ମଧିଅରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀଯ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର ଥିଲା। କାଲେବ୍ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ବର କାଦେଶ ବର୍ଣ୍ଣଯେ ରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସବେକ ମାଶାଙ୍କେକ୍ସ୍ଟ କହିଥିଲେ ଯାହା ତକ୍ସ୍ଟମ୍ଭ ବିଷଯ ରେ ଓ ମାେ ବିଷଯ।

ବିଚାରକର୍ତାମାନଙ୍କ ବିବରଣ 6:7
ମିଦିଯନୀଯ ଲୋକମାନେ ସମାନଙ୍କେୁ ଏତେ କଷ୍ଟ ଦେଲେ ଯେ, ଇଶ୍ରାୟେଲ ଲୋକମାନେ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କୁ ଡାକିଲେ।

ଦିତୀୟ ଶାମୁୟେଲ 13:16
ସେଥି ରେ ସେ କହିଲା, ମାେତେ ଏହିପରି ଅବସ୍ଥା ରେ ଦୂ ରଇେ ଦିଅନାହିଁ। ତୁମ୍ଭେ ମାେ' ପ୍ରତି ବର୍ତ୍ତମାନ ଯାହା କଲ, ତା'ଠାରକ୍ସ୍ଟ ମଧ୍ଯ ଏହା ଅଧିକରୁ ଅଧିକ ମନ୍ଦ ହବେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்