Base Word
אֲזַל
Short Definitionto depart
Long Definitionto go, to go off
Derivationthe same as H0235
International Phonetic Alphabetʔə̆ˈd͡zɑl
IPA modʔə̆ˈzɑl
Syllableʾăzal
Dictionuh-DZAHL
Diction Moduh-ZAHL
Usagego (up)
Part of speechv

ଏଜ୍ରା 4:23
ତହିଁରେ ରହୂମର ଓ ଲେଖକ ଶିମ୍ଶଯର ଓ ସମାନଙ୍କେ ସଙ୍ଗୀମାନଙ୍କ ନିକଟରେ ଅଭିକ୍ଷସ୍ତ ରାଜାର ପୁତ୍ରର ଅନୁଲିପି ପଢାୟା'ନ୍ତେ ସମାନେେ ଶୀଘ୍ର ୟିରୁଶାଲମକୁ ୟିହୁଦୀଯମାନଙ୍କ ନିକଟକୁ ୟାଇ ବଳ ଓ କ୍ଷମତାଦ୍ବାରା ସମାନଙ୍କେୁ କାର୍ୟ୍ଯରୁ ନିବୃତ୍ତ କଲେ।

ଏଜ୍ରା 5:8
ଆମ୍ଭମାନେେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, ଆମ୍ଭମାନେେ ଯିହୁଦା ପ୍ରଦେଶ ରେ ମହାନ୍ ପରମେଶ୍ବରଙ୍କ ମନ୍ଦିରକୁ ୟାଇଥିଲୁ, ତାହା ବଡ ବଡ ପ୍ରସ୍ତର ରେ ନିର୍ମିତ ହେଉଅଛି ଓ କାନ୍ଥ ରେ କଡି ବସା ଯାଉଅଛି। ଆଉ ଏହି କାର୍ୟ୍ଯ ଯତ୍ନ ସହକା ରେ ଗ୍ଭଳୁଅଛି ଓ ସମାନଙ୍କେ ହସ୍ତ ରେ ଏହା ସଫଳ ହେଉ ଅଛି। ଏହା ମଧ୍ଯ ଶୀଘ୍ର ସରିବ।

ଏଜ୍ରା 5:15
ସେ ତାହାକୁ କହିଲେ, ଏହିସବୁ ପାତ୍ର ନଇେ ୟିରୁଶାଲମସ୍ଥ ମନ୍ଦିର ରେ ରଖ ଓ ପରମେଶ୍ବରଙ୍କ ମନ୍ଦିର ସ୍ବସ୍ଥାନ ରେ ନିର୍ମିତ ହେଉ।

ଦାନିଏଲ 2:17
ତା'ପ ରେ ଦାନିୟେଲ ସ୍ବଗୃହକୁ ୟାଇ ତା'ର ସାଙ୍ଗ ହନାନୀଯ, ମୀଶାଯଲେ ଓ ଆସରିଯଙ୍କୁ ରାଜାଜ୍ଞା ବିଷଯ ରେ ସକଳ ବୃତ୍ତାନ୍ତ ଜଣାଇଲେ।

ଦାନିଏଲ 2:24
ଦାନିୟେଲ ଅରିଯୋକ୍କୁ ଅନୁରୋଧ କଲେ ୟିଏ କି ବାବିଲୀଯ ବିଦ୍ବାନଗଣଙ୍କୁ ବିନାଶ କରିବା ନିମନ୍ତେ ନିୟୁକ୍ତ ହାଇେଥିଲେ, ଦୟାକରି ବାବିଲୀଯ ବିଦ୍ବାନମାନଙ୍କୁ ହତ୍ଯା କରନାହିଁ। ମାେତେ ରାଜାଙ୍କ ଛାମୁକୁ ନଇେ ଗ୍ଭଲ। ମୁଁ ରାଜାଙ୍କର ସ୍ବପ୍ନ ବିଷଯ ରେ କହିବି ଓ ତାହାର ଅର୍ଥ ମଧ୍ଯ ପ୍ରକାଶ କରିବି।

ଦାନିଏଲ 6:18
ତା'ପ ରେ ରାଜା ଆପଣା ପ୍ରାସାଦକୁ ୟାଇ ଉପବାସ ରେ ରାତ୍ରି ୟାପନ କଲେ। ଆଉ ବାଦ୍ଯ ୟନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।

ଦାନିଏଲ 6:19
ପରଦିନ ପ୍ରଭାତ ରେ ରାଜା ସିଂହମାନଙ୍କ ଗୁମ୍ଫା ନିକଟରେ ତରବର ହାଇେ ପହଚିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்