Base Word
חֲשַׁבְיָה
Short DefinitionChashabjah, the name of nine Israelites
Long Definitiona Merarite Levite
Derivationor חֲשַׁבְיָהוּ; from H2803 and H3050; Jah has regarded
International Phonetic Alphabetħə̆.ʃɑbˈjɔː
IPA modχə̆.ʃɑvˈjɑː
Syllableḥăšabyâ
Dictionhuh-shahb-YAW
Diction Modhuh-shahv-YA
UsageHashabiah
Part of speechn-pr-m

ପ୍ରଥମ ବଂଶାବଳୀ 6:45
ମାଲ୍ଲୁକ ହଶବିଯଙ୍କ ପୁତ୍ର ଥିଲେ। ହଶବିଯ ଅମତ୍ସିଯଙ୍କ ପୁତ୍ର ଥିଲେ। ଅମତ୍ସିଯ ହିଲ୍କିଯଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:14
ଲବେୀଙ୍କ ପରିବାରବର୍ଗର ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିଲେ : ହଶୂବ୍ଙ୍କ ପୁତ୍ର ଶମଯିଯ। ହଶୂଯ ଅସ୍ରୀକାମ୍ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶୂବ୍ଙ୍କ ପୁତ୍ର ଥିଲେ। ହଶବିଯ ମରାରିଙ୍କ ବଂଶଧର ଥିଲେ।

ପ୍ରଥମ ବଂଶାବଳୀ 25:3
ୟିହୂଥୂନଙ୍କ ପରିବାରରୁ : ଗଦଲିଯ, ସରୀ, ୟିଶାଯାହ, ହଶବିଯ ଓ ମତ୍ତଥିଯ। ସମାନେେ ସମୁଦାଯ ଛଅ ଜଣ ଥିଲେ ୟିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ଓ ସଦାପ୍ରଭୁଙ୍କର ଧନ୍ଯବାଦ, ପ୍ରଶଂସା କରିବା ନିମନ୍ତେ ୟିଦୂଥୂନ ବୀଣାୟନ୍ତ୍ରର ବ୍ଯବହାର କରୁଥିଲେ।

ପ୍ରଥମ ବଂଶାବଳୀ 25:19
ଦ୍ବାଦଶ ରେ, ହଶବିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

ପ୍ରଥମ ବଂଶାବଳୀ 26:30
ହିବ୍ରୋଣଙ୍କର ପରିବାରରୁ ହଷବିଯ ଓ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ଓ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।

ପ୍ରଥମ ବଂଶାବଳୀ 27:17
ଲବେୀ : କମୂଯଲଙ୍କେ ପୁତ୍ର ହଶବିଯ।

ଦିତୀୟ ବଂଶାବଳୀ 35:9
ଆହୁରି ମଧ୍ଯ କନାନିଯ, ତାଙ୍କ ଭାଇ ଶମଯିଯ, ନଥନେଲ୍ଙ୍କ ହଶବିଯ, ୟିଯୁଯଲେ ଓ ୟୋଷାବଦ୍ ସହିତ 500 ମଷେ ଓ ଛାଗ ଏବଂ 500 ବଳଦ ନିସ୍ତାରପର୍ବ ନିମନ୍ତେ ଲବେୀୟମାନଙ୍କୁ ଦେଲେ। ସହେି ଲୋକମାନେ ଲବେୀୟମାନଙ୍କର ନେତାଗଣ ଥିଲେ।

ଏଜ୍ରା 8:19
ହସବିଯ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ଯରୁ ୟିଶଯାହ ତାହାର ଭାତୃଗଣ ଓ ସମାନଙ୍କେ ପୁତ୍ରଗଣ ଏପରି କୋଡିଏ ଜଣ।

ଏଜ୍ରା 8:24
ତେଣୁ ମୁଁ ଯାଜକମାନଙ୍କ ମଧ୍ଯରୁ ବାରଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେ ରବେିଯ, ହଶବିଯ ଓ ସମାନଙ୍କେ ସହିତ ସମାନଙ୍କେର ଦଶଜଣ ଭ୍ରାତାଙ୍କୁ ପୃଥକ୍ କଲି।

ନିହିମିୟା 3:17
ତାର ନିକଟକୁ ଲବେୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତାପରେ ଅର୍ଦ୍ଧ କିଯୀଲା ପ୍ରଦେଶର ଅଧ୍ଯକ୍ଷ ହଶବିଯ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்