Base Word
טָהֵר
Short Definitionto be pure (physical sound, clear, unadulterated; Levitically, uncontaminated; morally, innocent or holy)
Long Definitionto be clean, be pure
Derivationa primitive root; properly, to be bright; i.e., (by implication)
International Phonetic Alphabett̪’ɔːˈher
IPA modtɑːˈheʁ
Syllableṭāhēr
Dictiontaw-HARE
Diction Modta-HARE
Usagebe (make, make self, pronounce) clean, cleanse (self), purge, purify(-ier) (self)
Part of speechv

ଆଦି ପୁସ୍ତକ 35:2
ତେଣୁ ଯାକୁବ ତା'ର ପରିବାର ଓ ତା'ର ଦାସମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀଯ ଦବେତାଗଣ ଅଛନ୍ତି ସମାନଙ୍କେୁ ଦୂରକର, ନିଜ ନିଜକୁ ଶୁଚିକର ଏବଂ ବସ୍ତ୍ର ପରି ପରିବର୍ତ୍ତନ କର।

ଲେବୀୟ ପୁସ୍ତକ 11:32
ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ଯ ଉପରେ ପଡିଲେ ତାହା ଅଶୁଚି ହବେ। ଯଦି ସହେି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡିଲେ ତାହା ଜଳ ରେ ଧୂଆୟିବା ଉଚିତ୍। ଆଉ ତାହା ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ତା'ପରେ ଶୁଚି ହବେ।

ଲେବୀୟ ପୁସ୍ତକ 12:7
ଯଦି ଜଣେ ସ୍ତ୍ରୀ ମଷେ ଶାବକ ଉତ୍ସର୍ଗ କରିବାକୁ ଅକ୍ଷମ ହୁଏ ତବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେଥିମଧ୍ଯରୁ ଗୋଟିଏ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ଉତ୍ସର୍ଗ କରାୟିବ।

ଲେବୀୟ ପୁସ୍ତକ 12:8
ଯାଜକ ସଗେୁଡିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରଯଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ଯା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ଯବସ୍ଥା ଅଟେ।

ଲେବୀୟ ପୁସ୍ତକ 13:6
ପୁଣି ସାତଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା' ମଳିନ ହାଇୟୋଇଥାଏ ଘା' ଚର୍ମ ରେ ଆଉ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହବୋ ଉଚିତ୍।

ଲେବୀୟ ପୁସ୍ତକ 13:6
ପୁଣି ସାତଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା' ମଳିନ ହାଇୟୋଇଥାଏ ଘା' ଚର୍ମ ରେ ଆଉ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହବୋ ଉଚିତ୍।

ଲେବୀୟ ପୁସ୍ତକ 13:13
ଯଦି ଯାଜକ ଦେଖିବ ଲୋକଟିର ସର୍ବାଙ୍ଗ କୁଷ୍ଠ ରୋଗ ରେ ଆଚ୍ଛନ୍ନ ହାଇେଛି, ତବେେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ।

ଲେବୀୟ ପୁସ୍ତକ 13:17
ଯାଜକ ପୁନର୍ବାର ଲୋକଟିକୁ ଦେଖିବ ଓ ଯଦି ସହେି ଘା' ଶ୍ବତବେର୍ଣ୍ଣ ହାଇେଥାଅ ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ସେ ଶୁଚି।

ଲେବୀୟ ପୁସ୍ତକ 13:23
ମାତ୍ର ଯଦି ସହେି ଚିକ୍କଣ ଚିହ୍ନ ସ୍ବସ୍ଥାନ ରେ ଥାଇ ଆଉ ନ ବଢେ, ତବେେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

ଲେବୀୟ ପୁସ୍ତକ 13:28
ଯଦି ଉଜ୍ଜ୍ବଳ ଚିହ୍ନ ସହେି ଗୋଟିଏ ସ୍ଥାନ ରେ ରହି ବୃଦ୍ଧି ନପାଏ ଓ ମଲିନ ହାଇେଥାଏ, ତବେେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେ ହତେୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ।

Occurences : 95

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்