Base Word | |
טָמַן | |
Short Definition | to hide (by covering over) |
Long Definition | to hide, conceal, bury |
Derivation | a primitive root |
International Phonetic Alphabet | t̪’ɔːˈmɑn̪ |
IPA mod | tɑːˈmɑn |
Syllable | ṭāman |
Diction | taw-MAHN |
Diction Mod | ta-MAHN |
Usage | hide, lay privily, in secret |
Part of speech | v |
ଆଦି ପୁସ୍ତକ 35:4
ତେଣୁ ସମସ୍ତ ଲୋକେ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଯାକୁବକୁ ଦେଲେ। ସମାନେେ ମଧ୍ଯ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ୟାକବକୁ ଦେଲେ। ଯାକୁବ ସଗେୁଡ଼ିକ ନଇେ ଶିଖିମ ନିକଟବର୍ତ୍ତୀ ଆଲୋନ ବୃକ୍ଷ ମୂଳେ ପୋତି ଦେଲେ।
ଯାତ୍ରା ପୁସ୍ତକ 2:12
ମାଶାେ ଚତୁପାଶର୍ବ ରେ କାହାରିକୁ ପାଇଲେ ନାହିଁ। ତେଣୁ ସଠାେରେ ମାଶାେ ସହେି ମିଶରୀଯ ଲୋକଟିକୁ ହତ୍ଯା କଲେ ଓ ସହେି ଲୋକଟିକୁ ସେ ସହେି ବାଲି ରେ ପୋତି ଦେଲେ।
ଦିତୀୟ ବିବରଣ 33:19
ସମାନେେ ଲୋକମାନଙ୍କୁ ପର୍ବତକକ୍ସ୍ଟ ଡାକିବେ। ସଠାେରେ ଉତ୍ତମ ଧର୍ମବଳି ଉତ୍ସର୍ଗ କରିବେ। କାରଣ ସମାନେେ ସମକ୍ସ୍ଟଦ୍ରର ବହକ୍ସ୍ଟଳ ପଦାର୍ଥ ଓ ବାଲକ୍ସ୍ଟକାର ଗକ୍ସ୍ଟଲ୍ଗଧନ ଉପ ଭୋଗ କରିବେ।
ଯିହୋଶୂୟ 2:6
ରାହବ ଏହି ସବୁକଥା ସମାନଙ୍କେୁ କହିଲା, କିନ୍ତୁ ବାସ୍ତବ ରେ ସେ ସମାନଙ୍କେୁ ଛାତ ଉପରେ ଛଣ କାଠଗଦା ଭିତ ରେ ଲକ୍ସ୍ଟଗ୍ଭଇ ରଖିଥିଲା।
ଯିହୋଶୂୟ 7:21
ମୁ ଲକ୍ସ୍ଟଟିତ ଦ୍ରବ୍ଯ ମଧିଅରେ ଖଣ୍ତିଏ ସକ୍ସ୍ଟନ୍ଦର ବାବିଲୀଯ କୋଟ ଓ 200 ଶକେଲ ରୂପା ଓ ଏକ ପାଉଣ୍ତ ଓଜନର ସକ୍ସ୍ଟନାମକ୍ସ୍ଟଣ୍ତା ଦେଖି ଲୋଭ କରି ତାହା ନଲେି। ଏବଂ ସଗେୁଡିକୁ ମାେ ତମ୍ବୁ ମଧିଅରେ ପୋତି ଅଛି। ଆଉ ରୂପା ତହିଁ କୋଟ ତଳେ ଅଛି।
ଯିହୋଶୂୟ 7:22
ଯିହାଶୂେୟ କିଛି ଲୋକଙ୍କକ୍ସ୍ଟ ଛାଉଣୀକକ୍ସ୍ଟ ପଠାଇଲେ। ସମାନେେ ସଠାେକକ୍ସ୍ଟ ଦୌଡିଲେ ଓ ସଗେକ୍ସ୍ଟଡିକ ତମ୍ବୁ ତଳେ ପୋତା ହାଇେ ଥିବାର ଦେଖିଲେ। ରୂପାଗକ୍ସ୍ଟଡିକ କୋଟ ତଳେ ଥିଲା।
ଦିତୀୟ ରାଜାବଳୀ 7:8
ଏହାପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସମାନେେ ସହେି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସମାନଙ୍କେ ପାଇଁ ନଇଗେଲେ ଏବଂ ପଳାଇଲେ ଏବଂ ସହେି ଜିନିଷଗୁଡିକୁ ଲୁଗ୍ଭଇ ରଖିଲେ। ତା'ପରେ ଶିବିରକୁ ଫରେିଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ଯ ନଇୟୋଇ ତାକୁ ଲୁଗ୍ଭଇ ରଖିଲେ।
ଦିତୀୟ ରାଜାବଳୀ 7:8
ଏହାପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସମାନେେ ସହେି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସମାନଙ୍କେ ପାଇଁ ନଇଗେଲେ ଏବଂ ପଳାଇଲେ ଏବଂ ସହେି ଜିନିଷଗୁଡିକୁ ଲୁଗ୍ଭଇ ରଖିଲେ। ତା'ପରେ ଶିବିରକୁ ଫରେିଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ଯ ନଇୟୋଇ ତାକୁ ଲୁଗ୍ଭଇ ରଖିଲେ।
ଆୟୁବ ପୁସ୍ତକ 3:16
ମୁଁ ଯେତବେେଳେ ଶିଶୁ ବା ପିଲାଥିଲି କାହିଁକି ନ ମରି ଭୂମିରେ କବର ନ ନଲେି ? ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ ୟିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।
ଆୟୁବ ପୁସ୍ତକ 18:10
ଭୂମିରେ ଲୁକ୍କାଯିତ ଗୋଟିଏ ଦଉଡ଼ି ତାକୁ ଫାଶ ରେ ପକାଇବ। ସେ ପଡ଼ିବାକୁ ଥିବା ୟନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି।
Occurences : 31
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்