Base Word
יָגַע
Short Definitionproperly, to gasp; hence, to be exhausted, to tire, to toil
Long Definitionto toil, labor, grow weary, be weary
Derivationa primitive root
International Phonetic Alphabetjɔːˈɡɑʕ
IPA modjɑːˈɡɑʕ
Syllableyāgaʿ
Dictionyaw-ɡA
Diction Modya-ɡA
Usagefaint, (make to) labour, (be) weary
Part of speechv

ଯିହୋଶୂୟ 7:3
ଏହାପରେ ଲୋକମାନେ ଯିହାଶୂେୟ ନିକଟକକ୍ସ୍ଟ ଫରେି ଆସିଲେ। ସମାନେେ କହିଲେ, ଅଯ ବହକ୍ସ୍ଟତ୍ ଦୁର୍ବଳ, ସମାନଙ୍କେୁ ପରାସ୍ତ କରିବା ପାଇଁ ସମସ୍ତ ଲୋକମାନଙ୍କୁ ପଠାଇବା ନାହିଁ। ସଠାେକକ୍ସ୍ଟ ମାତ୍ର ଦକ୍ସ୍ଟଇ ତିନିହଜାର ଲୋକ ୟକ୍ସ୍ଟଦ୍ଧ ତରିବା ପାଇଁ ପଠାନ୍ତକ୍ସ୍ଟ। ସଠାେରେ ସମସ୍ତ ସୈନ୍ଯ ନିଯୋଜିତର ଆବଶ୍ଯକତା ନାହିଁ। ସଠାେରେ ଖକ୍ସ୍ଟବ୍ କମ୍ ଲୋକ ଆମ୍ଭମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଅଛନ୍ତି।

ଯିହୋଶୂୟ 24:13
ମୁ ସଦାପ୍ରଭୁ ସହେି ଦେଶକକ୍ସ୍ଟ ତୁମ୍ଭକୁ ଦଲେି। ତୁମ୍ଭମାନେେ ଏ ଦେଶ ପାଇବା ପାଇଁ କିଛି ପରିଶ୍ରମ କରି ନାହିଁ। ମୁ ତୁମ୍ଭକୁ ଯେଉଁ ସହର ଦଲେି ତାକକ୍ସ୍ଟ ତୁମ୍ଭେ ତିଆରି କରି ନ ଥିଲ। ଆମ୍ଭେ ଏଗୁଡିକୁ ତୁମ୍ଭକୁ ଦଲେକ୍ସ୍ଟ। ଏବଂ ତୁମ୍ଭମାନେେ ସହେି ଦେଶ ଓ ସହର ରେ ବାସ କରୁଛ। ସଗେକ୍ସ୍ଟଡିକ ଆମ୍ଭେ ଦଇେଅଛୁ। ତୁମ୍ଭମାନେେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜିତକ୍ଷେତ୍ର ରୋପଣ କରିନଥିଲ ତାହା ତକ୍ସ୍ଟମ୍ଭମାନେ ଭୋଗ କରୁଅଛ।

ଦିତୀୟ ଶାମୁୟେଲ 23:10
ସେ ଉଠିଲେ ଏବଂ ତାଙ୍କର ହସ୍ତ କ୍ଲାନ୍ତ ହବୋ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। କିନ୍ତୁ ସେ ଖଣ୍ତାଟିକକ୍ସ୍ଟ ଶକ୍ତ ଭାବରେ ଧରି ୟକ୍ସ୍ଟଦ୍ଧ କରିବା ଗ୍ଭଲକ୍ସ୍ଟ ରଖିଲେ। ପକ୍ସ୍ଟଣି ସହେିଦିନ ସଦାପ୍ରଭୁ ଏକ ବିରାଟ ଜଯ କରାଇଲେ ଏବଂ ଲୋକମାନେ ତାଙ୍କୁ ଲକ୍ସ୍ଟସ୍ଖନ କରିବାକୁ ଅନକ୍ସ୍ଟସରଣ କଲେ।

ଆୟୁବ ପୁସ୍ତକ 9:29
ମୁଁ ଦୋଷୀ ସାବ୍ଯସ୍ତ ହାଇେସାରିଛି, ତେଣୁ କାହିଁ ବୃଥା ପରିଶ୍ରମ କରିବି। ତେଣୁ ମୁଁ କହୁଛି, 'ସବୁକିଛି ଭୁଲିୟାଅ।'

ଗୀତସଂହିତା 6:6
ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।

ଗୀତସଂହିତା 69:3
ସାହାୟ୍ଯ ପାଇଁ ଡ଼ାକି ଡ଼ାକି ମୁଁ ଦୁର୍ବଳ ହବୋକୁ ଯାଉଛି। ମାରେ କଣ୍ଠ ୟନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଚାହିଁଛି। ଏବଂ ଚାହିଁ ଚାହିଁ ମାରେ ଆଖିଦ୍ବଯ ୟନ୍ତ୍ରଣା କରୁଛି।

ହିତୋପଦେଶ 23:4
ଧନୀ ହବୋକୁ ନିଜକୁ କ୍ଲାନ୍ତ କର ନାହିଁ। କେତବେେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ।

ଉପଦେଶକ 10:15
ପ୍ରେତ୍ୟକକ ମୂର୍ଖର ପରିଶ୍ରମ ତାହାକୁ କ୍ଲାନ୍ତ କରେ, କାରଣ କିପରି ନଗରକୁ ୟିବାକୁ ହୁଏ ତାହା ସେ ଜାଣେ ନାହିଁ।

ଯିଶାଇୟ 40:28
ତୁମ୍ଭେ କ'ଣ ଜାଣି ନାହଁ ? ତୁମ୍ଭେ କ'ଣ ଶୁଣି ନାହଁ ? ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ପରମେଶ୍ବର। ସଦାପ୍ରଭୁ କ୍ଲାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାଙ୍କର ବୁଦ୍ଧି ବୋଧର ଅଗମ୍ଯ।

ଯିଶାଇୟ 40:30
ତରୁଣମାନେ କ୍ଲାନ୍ତ ଓ ଶ୍ରାନ୍ତ ହବେେ ଓ ୟୁବକମାନେ ଟଳି ପଡ଼ିବେ।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்