Base Word
יָעֵף
Short Definitionfatigued; figuratively, exhausted
Long Definitionfaint, weary, fatigued
Derivationfrom H3286
International Phonetic Alphabetjɔːˈʕep
IPA modjɑːˈʕef
Syllableyāʿēp
Dictionyaw-APE
Diction Modya-AFE
Usagefaint, weary
Part of speecha

ବିଚାରକର୍ତାମାନଙ୍କ ବିବରଣ 8:15
ଏହାପରେ ଗିଦ୍ଦିୟୋନ ସୁକ୍କୋତ୍ ସହରକକ୍ସ୍ଟ ଫରେି ଆସିଲେ। ସେ ସହେି ସହରର ଲୋକମାନଙ୍କୁ କହିଲେ, ଏହିଠା ରେ ସବହେ ଓ ସଲମକ୍ସ୍ଟନ୍ନ ଅଛନ୍ତି। ତୁମ୍ଭମାନେେ ଏହାକହି ମାେତେ ବିଦ୍ରୁପ କଲ, 'ଆମ୍ଭେ କାହିଁକି ତକ୍ସ୍ଟମ୍ଭ କ୍ଲାନ୍ତ ସୈନିକମାନଙ୍କୁ ଖାଦ୍ୟ ଦବେକ୍ସ୍ଟ? ତୁମ୍ଭମାନେେ ଏପର୍ୟ୍ଯନ୍ତ ସବହେ ଓ ସଲମକ୍ସ୍ଟନ୍ନକକ୍ସ୍ଟ ଧରିନାହିଁ।'

ଦିତୀୟ ଶାମୁୟେଲ 16:2
ରାଜା ଦାଉଦ ସୀବଃକକ୍ସ୍ଟ ପଚାରିଲେ, ଏଗକ୍ସ୍ଟଡିକ କାହା ପାଇଁ?

ଯିଶାଇୟ 40:29
ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।

ଯିଶାଇୟ 50:4
ମାରେପ୍ରଭୁ ସଦାପ୍ରଭୁ ମାେତେ ଶିକ୍ଷା ଦଇେଛନ୍ତି ମୁଁ ଯେପରି କ୍ଲାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରିପାରିବି, ସେ ପ୍ରତି ପ୍ରଭାତ ରେ ମାେତେ ଜାଗ୍ରତ କରାନ୍ତି ଓ ବିଦ୍ଯାର୍ଥୀପରି ଶୁଣିବା ପାଇଁ ମାରେ କର୍ଣ୍ଣକୁ ଜାଗ୍ରତ କରାନ୍ତି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்