Base Word | |
יְרַחְמְאֵל | |
Short Definition | Jerachmeel, the name of three Israelites |
Long Definition | the 1st son of Hezron, grandson of Pharez, and great grandson of Judah and the founder of the family of Jerahmeelites |
Derivation | from H7355 and H0410; God will compassionate |
International Phonetic Alphabet | jɛ̆.rɑħ.mɛ̆ˈʔel |
IPA mod | jɛ̆.ʁɑχ.mɛ̆ˈʔel |
Syllable | yĕraḥmĕʾēl |
Diction | yeh-ra-meh-ALE |
Diction Mod | yeh-rahk-meh-ALE |
Usage | Jerahmeel |
Part of speech | n-pr-m |
ପ୍ରଥମ ବଂଶାବଳୀ 2:9
ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ୟିରହମଲେ, ରାମ୍ ଓ କାଲୁବାଯ।
ପ୍ରଥମ ବଂଶାବଳୀ 2:25
ୟିରହମଲେ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ୟିରହମଲଙ୍କେର ପୁତ୍ରମାନେ ଥିଲେ ରାମ, ବୁନା, ଓରଣ, ଓତସମ ଓ ଅହିଯ। ରାମ ୟିରହମଲଙ୍କେର ପ୍ରଥମ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 2:26
ୟିରହମଲଙ୍କେର ଅଟାରା ନାମ ରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ନାସଙ୍କର ମାତା ଥିଲେ।
ପ୍ରଥମ ବଂଶାବଳୀ 2:27
ୟିରହମଲଙ୍କେର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ୟାମୀନ ଓ ଏକର।
ପ୍ରଥମ ବଂଶାବଳୀ 2:33
ଯୋନାଥନଙ୍କର ପୁତ୍ରମାନେ ଥିଲେ : ପଲେତ୍ ଓ ସାସା। ଏହା ୟିରହମଲଙ୍କେ ସନ୍ତାନଗଣଙ୍କର ତାଲିକା ଅଟେ।
ପ୍ରଥମ ବଂଶାବଳୀ 2:42
କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ।
ପ୍ରଥମ ବଂଶାବଳୀ 24:29
କୀଶଙ୍କ ପୁତ୍ର ଥିଲେ ୟିରହମଲେ।
ଯିରିମିୟ 36:26
ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ଯତବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ୟିରହମଲକେୁ, ଅସ୍ରୀଯଲରେ ପୁତ୍ର ସରାଯକୁ ଓ ଅବଦିଯଲରେ ପୁତ୍ର ଶଲେିମିଯକୁ ଆଜ୍ଞା କଲେ। ମାତ୍ର ସମାନେେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସମାନଙ୍କେୁ ଲୁଚାଇ ରଖିଥିଲେ।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்