Base Word
יָשֵׁן
Short Definitionproperly, to be slack or languid, i.e., (by implication) sleep (figuratively, to die); also to grow old, stale or inveterate
Long Definitionto sleep, be asleep
Derivationa primitive root
International Phonetic Alphabetjɔːˈʃen̪
IPA modjɑːˈʃen
Syllableyāšēn
Dictionyaw-SHANE
Diction Modya-SHANE
Usageold (store), remain long, (make to) sleep
Part of speechv

ଆଦି ପୁସ୍ତକ 2:21
ତା'ପରେ ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଘାରେ ନିଦ୍ରା ରେ ଶୁଆଇ ଦେଲେ। ସେ ତା'ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସହେି କ୍ଷତ ବନ୍ଦ କରି ଦେଲେ।

ଆଦି ପୁସ୍ତକ 41:5
ଫାରୋ ପୁନ୍ନରାଯ ଶଯନ କଲେ ଓ ପୁନ୍ନରାଯ ସ୍ବପ୍ନ ଦେଖିଲେ। ଗୋଟିଏ ଶଣ୍ଢା ରେ ସାତଟି ପରିପୃଷ୍ଟ ଓ ଉତ୍ତମ ଶୀଷା ବାହାରିଲା।

ଲେବୀୟ ପୁସ୍ତକ 13:11
ତବେେ ତାହା ଶରୀରର ଚର୍ମ ରେ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ୍ କରିବ ନାହିଁ, କାରଣ ସେ ଅଶୁଚି।

ଲେବୀୟ ପୁସ୍ତକ 26:10
ତୁମ୍ଭମାନେେ ବହୁକାଳ ପର୍ୟ୍ଯନ୍ତ ପୁରାତନ ଶସ୍ଯକୁ ଭୋଜନ କରିବ। ପୁଣି ନୂତନ ଶସ୍ଯ ଅମଳ ବଳକେୁ ରଖିବା ପାଇଁ ପୁରାତନ ଶସ୍ଯକୁ ବାହାର କରିବା।

ଲେବୀୟ ପୁସ୍ତକ 26:10
ତୁମ୍ଭମାନେେ ବହୁକାଳ ପର୍ୟ୍ଯନ୍ତ ପୁରାତନ ଶସ୍ଯକୁ ଭୋଜନ କରିବ। ପୁଣି ନୂତନ ଶସ୍ଯ ଅମଳ ବଳକେୁ ରଖିବା ପାଇଁ ପୁରାତନ ଶସ୍ଯକୁ ବାହାର କରିବା।

ଦିତୀୟ ବିବରଣ 4:25
ତୁମ୍ଭମାନେେ ସେ ଦେଶ ରେ ବହକ୍ସ୍ଟତ ଦିନ ବସବାସ କରିବ। ସଠାେରେ ତୁମ୍ଭମାନଙ୍କର ପକ୍ସ୍ଟତ୍ର ଓ ନାତିମାନେ ମଧ୍ଯ ବାସ କରିବେ। ତୁମ୍ଭମାନେେ ସଠାେରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକକ୍ସ୍ଟ କ୍ଷକ୍ସ୍ଟର୍ଣ କରିବ। ଯେତବେେଳେ ତୁମ୍ଭମାନେେ ଏପରି କରିବ, ପରମେଶ୍ବର ତୁମ୍ଭମାନଙ୍କ ଉପରେ କୋରଧ କରିବେ।

ବିଚାରକର୍ତାମାନଙ୍କ ବିବରଣ 16:19
ଦଲୀଲା ତାଙ୍କୁ ନିଜର କୋଳ ରେ ଶକ୍ସ୍ଟଆଇ ଦଲୋ ଏବଂ ତା'ପରେ ତାଙ୍କର ସାତାଟେି ବଣେୀକକ୍ସ୍ଟ କ୍ଷିଅର କରିବା ପାଇଁ, ଭିତ ରେ ଥିବା ଲୋକଟିକକ୍ସ୍ଟ ସେ ଡିକିଲା। ତା'ପରେ ଆଉ ଜଣେ ଲୋକ ଡକାଇ ତା'ର ମକ୍ସ୍ଟଣ୍ତରକ୍ସ୍ଟ ସାତବଣେୀ କଟାଇଲା। ଏହିପରି ସେ ଶାମ୍ଶୋନ୍ଙ୍କକ୍ସ୍ଟ କଷ୍ଟ ଦବୋକକ୍ସ୍ଟ ଆରମ୍ଭ କଲା ଓ ଶାମ୍ଶାେନ୍ର ସାମର୍ଥ୍ଯ ଗ୍ଭଲିଗଲା।

ପ୍ରଥମ ରାଜାବଳୀ 19:5
ତା'ପରେ ଏଲିଯ ସେ ରୋତମ ଗଛମୂଳ ରେ ନିଦ୍ରା ଗଲେ। ଏହାପରେ ଜଣେ ସ୍ବର୍ଗଦୂତ ଆସିଲେ ଓ ତାକୁ ସ୍ପର୍ଶ କରି କହିଲେ, ଉଠ! ଭୋଜନ କର।

ଆୟୁବ ପୁସ୍ତକ 3:13
ମୁଁ ଯଦି ଜନ୍ମ ହେଲା ବେଳେ ମରିୟାଇଥାନ୍ତି, ବର୍ତ୍ତମାନ ଶାନ୍ତି ରେ ଥାନ୍ତି। ମୁଁ ଇଚ୍ଛାକରେ ମୁଁ ଶାଇେରହିଥାନ୍ତି ଏବଂ ବିଶ୍ରାମ ପାଇଥାନ୍ତି।

ଗୀତସଂହିତା 3:5
ମୁଁ ଶାଇେଲି ଓ ବିଶ୍ରାମ ନଲେି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହବେି କାହିଁକି ? କାରଣ ସଦାପ୍ରଭୁ ମାେତେ ସର୍ବଦା ରକ୍ଷା କରନ୍ତି।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்