Base Word | |
יִתְרוֹן | |
Short Definition | preeminence, gain |
Long Definition | advantage, profit, excellency |
Derivation | from H3498 |
International Phonetic Alphabet | jɪt̪ˈron̪ |
IPA mod | jitˈʁo̞wn |
Syllable | yitrôn |
Diction | yit-RONE |
Diction Mod | yeet-RONE |
Usage | better, excellency(-leth), profit(-able) |
Part of speech | n-m |
ଉପଦେଶକ 1:3
ମନୁଷ୍ଯ ସୂର୍ୟ୍ଯ ତଳେ, ଯାହା କିଛି ପରିଶ୍ରମ କରେ ସେଥିରୁ ସେ କ'ଣ ଲାଭ ପାଏ?
ଉପଦେଶକ 2:11
ତହୁଁ ମାହେର ହସ୍ତ ଯେଉଁ ସମସ୍ତ କାର୍ୟ୍ଯ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତଳେ କୌଣସି ଲାଭ ନ ଥିଲା।
ଉପଦେଶକ 2:13
ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସହେିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ।
ଉପଦେଶକ 2:13
ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସହେିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ।
ଉପଦେଶକ 3:9
ଜଣେ ବ୍ଯକ୍ତି ତା'ର ସମସ୍ତ ପରିଶ୍ରମରୁ କ'ଣ ଲାଭ ପାଏ?
ଉପଦେଶକ 5:9
ଏହିସବୁ ପଛ ରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ବାରା ରାଜା ମଧ୍ଯ ସବେିତ ହୁଅନ୍ତି।
ଉପଦେଶକ 5:16
ତାହା ଅତ୍ଯନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫରେିବ ଠିକ୍ ଯେପରି ଆସିଥିଲା। ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ'ଣ ପାଇଛି ?
ଉପଦେଶକ 7:12
କାରଣ ଧନ ଯେପରି ଆଶ୍ରଯ ସ୍ବରୂପ, ଜ୍ଞାନ ହିଁ ସହେିପରି ଆଶ୍ରଯ ସ୍ବରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସମାନଙ୍କେର ଜୀବନକୁ ଏହା ସୁରକ୍ଷା କରେ।
ଉପଦେଶକ 10:10
କୁରାଢ଼ି ଦନ୍ଥଡ଼ା ହେଲେ, ଯଦି ତା'ର ଦାଢ଼ ନ ପଜାଏ, ତବେେ ତାହାପ ରେ ଅଧିକ ବଳ ପ୍ରଯୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ଯ କରିଦିଏ।
ଉପଦେଶକ 10:11
ସର୍ପ ମନ୍ତ୍ର ମୁଗ୍ଧ ହବୋ ପୂର୍ବରୁ କାମୁଡ଼ିଲେ, ସାପ କଳୋର କୌଶଳ ଅନାବଶ୍ଯକ।
Occurences : 10
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்