Base Word
כָּבָה
Short Definitionto expire or (causatively) to extinguish (fire, light, anger)
Long Definitionto quench, put out, be put out, be quenched, be extinguished
Derivationa primitive root
International Phonetic Alphabetkɔːˈbɔː
IPA modkɑːˈvɑː
Syllablekābâ
Dictionkaw-BAW
Diction Modka-VA
Usagego (put) out, quench
Part of speechv

ଲେବୀୟ ପୁସ୍ତକ 6:12
ମାତ୍ର ୟଜ୍ଞବଦେୀ ଉପରିସ୍ଥ ଅଗ୍ନି ସର୍ବାଦା ପ୍ରଜ୍ଜଳିତ ରହିବ। ତାହା କବେେ ନିର୍ବାପିତ ହବୋ ଉଚିତ୍ ନୁହେଁ। ଯାଜକ ପ୍ରତି ପ୍ରଭାତ ରେ ତା'ଉପରେ କାଠ ସଜାଇ ରଖିବ ଓ ସମାଗମ ନବୈେଦ୍ଯର ମଦେ ତା'ଉପରେ ଦଗ୍ଧ କରିବ।

ଲେବୀୟ ପୁସ୍ତକ 6:13
ୟଜ୍ଞବଦେୀ ଉପରେ ଅଗ୍ନି ସର୍ବଦା ଜ୍ବଳନ୍ତ ରହିବ, କଦାପି ନିର୍ବାପିତ ହବେ ନାହିଁ।

ପ୍ରଥମ ଶାମୁୟେଲ 3:3
ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଯେଉଁ ସ୍ଥାନ ରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରକ୍ସ୍ଟ ଯେତବେେଳେ ଶାମକ୍ସ୍ଟଯଲେ ଶାଇେଥିଲେ,

ଦିତୀୟ ଶାମୁୟେଲ 14:7
ବର୍ତ୍ତମାନ ମାରେ ପକ୍ସ୍ଟରା ପରିବାର ମାରେ ବିରକ୍ସ୍ଟଦ୍ଧାଚରଣ କରୁଛନ୍ତି। ସମାନେେ ମାେତେ କହିଲେ, 'ତୁମ୍ଭେ ସେ ପକ୍ସ୍ଟତ୍ରକକ୍ସ୍ଟ ଆଣି ଦିଅ ଯେ ତା'ର ଭାଇକକ୍ସ୍ଟ ମାରିଅଛି। ଆମ୍ଭମାନେେ ତାକକ୍ସ୍ଟ ହତ୍ଯା କରିବକ୍ସ୍ଟ। କାରଣ ସେ ତା'ର ଭାଇକକ୍ସ୍ଟ ହତ୍ଯା କଲା?' ମାେ ପକ୍ସ୍ଟଅ ହେଉଛି ମାରେ ଶଷେ ଅଗ୍ନିଶିଖା। ଯଦି ସମାନେେ ତାକକ୍ସ୍ଟ ହତ୍ଯା କରନ୍ତକ୍ସ୍ଟ, ତବେେ ସହେି ଅଗ୍ନିଶିଖା ଜଳି ଲିଭିୟିବ। ସେ ତା'ର ବାପାର ସଐତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପକ୍ସ୍ଟତ୍ର। ଯଦି ସମାନେେ ତାକକ୍ସ୍ଟ ହତ୍ଯା କରନ୍ତି, ତବେେ ସହେି ସଐତ୍ତି ଅନ୍ୟ ଜଣକକ୍ସ୍ଟ ଦିଆୟିବ ଏବଂ ତା'ପରେ ମାରେ ସ୍ବାମୀର ନାମ ଏହି ଦେଶରକ୍ସ୍ଟ ଲିଭିୟିବ।

ଦିତୀୟ ଶାମୁୟେଲ 21:17
ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଦାଉଦଙ୍କର ସାହାୟ୍ଯ କଲା ଓ ସହେି ପଲେଷ୍ଟୀୟକକ୍ସ୍ଟ ଆଘାତ କରି ବଧ କଲା।

ଦିତୀୟ ରାଜାବଳୀ 22:17
କାରଣ ଯିହୁଦାର ଲୋକମାନେ ମାେତେ ପରିତ୍ଯାଗ କରିଛନ୍ତି। ସମାନେେ ଅନ୍ୟ ଦବେତାଗଣଙ୍କ ପାଦ ରେ ଧୂପ ଜଳାଇଛନ୍ତି। ସମାନେେ ବହୁତ ପ୍ରତିମା ତିଆରି କରିଛନ୍ତି ଓ ମାେତେ ଅତି କୋର୍ଧ କରାଇଛନ୍ତି। ତେଣୁ ଏହି ସ୍ଥାନ ବିରୁଦ୍ଧ ରେ ଆମ୍ଭ କୋରଧାଗ୍ନି ପ୍ରଜ୍ଜଳିତ ହବେ ଓ ତାହା କବେେ ନିର୍ବାପିତ ହବେ ନାହିଁ।'

ଦିତୀୟ ବଂଶାବଳୀ 29:7
ସମାନେେ ମନ୍ଦିର ଅଳିନ୍ଦର ଦ୍ବାରସବୁ ବନ୍ଦ କରି ଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସ୍ଥାନ ରେ ସୁଗନ୍ଧିଧୂପ ଜଳାଇବା ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ବନ୍ଦ କରି ଦେଲେ।

ଦିତୀୟ ବଂଶାବଳୀ 34:25
ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ଯାଗ କରିଅଛନ୍ତି ଓ ଅନ୍ୟ ଦବେତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସହେି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ବାରା ଆମ୍ଭଙ୍କୁ କୋର୍ଧାନ୍ବିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମାରେ ନିର୍ବାପିତ ହାଇେ ପାରୁ ନ ଥିବା ଅଗ୍ନିପରି କୋରଧ ଢ଼ାଳିବା।'

ହିତୋପଦେଶ 26:20
କାଠ ବିନା ଯେପରି ନିଆଁ ଲିଭିୟାଏ ଏବଂ କଳହକାରୀ ବିନା ବାଜେ କଥା ସ୍ଥଗିତ ହାଇୟୋଏ।

ହିତୋପଦେଶ 31:18
ଆପଣା ବ୍ଯାପାର ଯେ ଲାଭଜନକ, ଏହା ସେ ବୁଝେ। ପୁଣି ରାତ୍ରି କାଳ ରେ ତାହାର ପ୍ରଦୀପ ଲିଭିୟାଏ ନାହିଁ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்