Base Word
כָּלָא
Short Definitionto restrict, by act (hold back or in) or word (prohibit)
Long Definitionto restrict, restrain, withhold, shut up, keep back, refrain, forbid
Derivationa primitive root
International Phonetic Alphabetkɔːˈlɔːʔ
IPA modkɑːˈlɑːʔ
Syllablekālāʾ
Dictionkaw-LAW
Diction Modka-LA
Usagefinish, forbid, keep (back), refrain, restrain, retain, shut up, be stayed, withhold
Part of speechv

ଆଦି ପୁସ୍ତକ 8:2
ଆକାଶରୁ ବର୍ଷା ପଡ଼ିବା ବନ୍ଦ ହାଇଗେଲା ଏବଂ ଧରିତ୍ରୀ ତଳେ ଜଳଷୋର୍ତ ବନ୍ଦ ହାଇଗେଲା। ଆକାଶସ୍ଥ ଦ୍ବାର ସକଳ ବନ୍ଦ ହାଇଗେଲା।

ଆଦି ପୁସ୍ତକ 23:6
ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ପରମେଶ୍ବରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନ ରେ ଯେ କୌଣସି ସ୍ଥାନ ରେ କବର ଦଇପୋରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କହେି ଅଟକାଇବୁ ନାହିଁ।

ଯାତ୍ରା ପୁସ୍ତକ 36:6
ଏହାପରେ ମାଶାେ ଏହି ସମ୍ବାଦ ଛାଉଣୀ ମଧିଅରେ ପ୍ରଚାର କଲେ, ପୁରୁଷ କିମ୍ବା ସ୍ତ୍ରୀ ଆଉ କୌଣସି ଉପହାର ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ପାଇଁ ଆଣନ୍ତୁ ନାହିଁ। ତେଣୁ ଲୋକମାନେ ବାଧ୍ଯ ହେଲେ ଆଉ ଉପହାର ନଦବୋ ପାଇଁ।

ଗଣନା ପୁସ୍ତକ 11:28
ତହିଁରେ ନୂନର ପୁତ୍ର ଯିହାଶୂେୟ ମାଶାଙ୍କେୁ କହିଲେ, ହେ ମାହେର ମୁନିବ ମାଶାେ, ସମାନଙ୍କେୁ ସ୍ଥଗିତ କରନ୍ତୁ। ୟିହୋଶୂଯ ୟୁବକ ସମୟରୁ ମାଶାଙ୍କେର ଜଣେ ମନୋନୀତ ସହକାରୀ ଥିଲେ।

ପ୍ରଥମ ଶାମୁୟେଲ 6:10
ତା'ପରେ ସମାନେେ ଏହା କହିଲେ, ସମାନେେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦକ୍ସ୍ଟଇଟି ଦକ୍ସ୍ଟହାଁଳି ଗାଈକକ୍ସ୍ଟ ଶଗଡ ରେ ୟୋଚି ଦେଲେ ଓ ସମାନଙ୍କେ ବାଛକ୍ସ୍ଟରିଗକ୍ସ୍ଟଡିକ ଗକ୍ସ୍ଟହାଳ ରେ ବାନ୍ଧି ଦେଲେ।

ପ୍ରଥମ ଶାମୁୟେଲ 25:33
ତୁମ୍ଭର ସକ୍ସ୍ଟବିଗ୍ଭର ଧନ୍ଯ ହେଉ ଓ ଆଜି ମାେତେ ନିରୀହମାନଙ୍କର ରକ୍ତପାତ କରିବାରକ୍ସ୍ଟ ମନା ହେଲା। ଏଥିପାଇଁ ତୁମ୍ଭର ମଙ୍ଗଳ ହେଉ।

ଗୀତସଂହିତା 40:9
ମୁଁ ମହାସଭାରେ ତୁମ୍ଭର ବିଜଯବାର୍ତ୍ତା ପ୍ରଚାର କରିଅଛି। ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଚାରରୁ କବେେ ହେଲେ ବିରତ ରହିବ ନାହିଁ।

ଗୀତସଂହିତା 40:11
ତଣେୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମାଠାେରେ ଲୁଚାଅ ନାହିଁ। ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଓ ସତ୍ଯତା ସର୍ବଦା ମାେତେ ରକ୍ଷା କରୁ।

ଗୀତସଂହିତା 88:8
ମାରେ ବନ୍ଧୁମାନେ ମାେତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସମାନେେ ମାଠାରୁେ ଦୂରଇେ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ୟାଇପାରିବି ନାହିଁ।

ଗୀତସଂହିତା 119:101
ସଦାପ୍ରଭୁ, ପ୍ରେତ୍ୟକକ କୁପଥଠାରୁ ମୁଁ ଦୂରଇେ ରହିବି, ୟପରେିକି ମୁଁ ତୁମ୍ଭର ବାକ୍ଯ ରକ୍ଷା କରିପାରିବି।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்