Base Word
מַחֲלֹקֶת
Short Definitiona section (of Levites, people or soldiers)
Long Definitiondivision, course, class, share, allotment
Derivationfrom H2505
International Phonetic Alphabetmɑ.ħə̆.loˈk’ɛt̪
IPA modmɑ.χə̆.lo̞wˈkɛt
Syllablemaḥălōqet
Dictionma-huh-loh-KET
Diction Modma-huh-loh-KET
Usagecompany, course, division, portion
Part of speechn-f

ଯିହୋଶୂୟ 11:23
ଏହିପରି ଭାବରେ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ, ଯିହାଶୂେୟ ସେ ଇଶ୍ରାୟେଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହାଶୂେୟ ପ୍ରେତ୍ୟକକ ବଂଶର ବିଭାଗନକ୍ସ୍ଟସା ରେ ଅଧିକାର କରିବାକୁ ଇଶ୍ରାୟେଲକକ୍ସ୍ଟ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।

ଯିହୋଶୂୟ 12:7
ଇଶ୍ରାୟେଲର ଲୋକମାନେ ମଧ୍ଯ ୟର୍ଦ୍ଦନର ପଶ୍ଚିମ ପାଶର୍‌ବସ୍ଥ ଦେଶର ରାଜାମାନଙ୍କୁ ପରାସ୍ତ କରିଥିଲେ। ଯିହାଶୂେୟ ଏହି ଆକ୍ରମଣର ନତେୃତ୍ବ ନଇେଥିଲେ। ଯିହାଶୂେୟ ସହେି ଦେଶଗୁଡିକୁ ବାରଟି ପରିବାରବର୍ଗ ମଧିଅରେ ବାଣ୍ଟି ଦଇେଥିଲେ। ସେ ଦେଶଗକ୍ସ୍ଟଡିକ ସଦାପ୍ରଭୁ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସହେି ଲୋବାନନ୍ର ବାଲ୍ଗାଦ୍ଠାରକ୍ସ୍ଟ ସଯେୀରର ହାଲକ ପର୍ୟ୍ଯନ୍ତ ଉପତ୍ୟକାଗକ୍ସ୍ଟଡିକ ଥିଲା।

ଯିହୋଶୂୟ 18:10
ଯିହାଶୂେୟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେ ପାଇଁ ଭାଗ ଗକ୍ସ୍ଟଳା ପକାଇଲେ। ଏହିପରି ଭାବରେ ଯିହାଶୂେୟ ଉକ୍ତ ଜମିକକ୍ସ୍ଟ ସାତ ଗକ୍ସ୍ଟଣ ରେ ବିଭକ୍ତ କରି ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭାଗ କଲେ। ପ୍ରେତ୍ୟକକ ଜଣ ତାଙ୍କର ଅଂଶ ପାଇଲେ।

ପ୍ରଥମ ବଂଶାବଳୀ 23:6
ଦାଉଦ ଲବେୀୟମାନଙ୍କୁ ତିନି ଗୋଟି ଦଳ ରେ ବିଭକ୍ତ କଲେ। ସମାନେେ ଲବେୀୟ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।

ପ୍ରଥମ ବଂଶାବଳୀ 24:1
ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।

ପ୍ରଥମ ବଂଶାବଳୀ 26:1
ଦ୍ବାରପାଳମାନଙ୍କର ଦଳଗୁଡ଼ିକ :

ପ୍ରଥମ ବଂଶାବଳୀ 26:12
ଏହିମାନେ ଦ୍ବାରପାଳମାନଙ୍କ ଦଳର ନେତା ଥିଲେ। ଦ୍ବାରପାଳମାନେ ଏକ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ, ଠିକ୍ ଯେପରି ସମାନଙ୍କେର ଆତ୍ମୀଯମାନେ କରୁଥିଲେ।

ପ୍ରଥମ ବଂଶାବଳୀ 26:19
ଦ୍ବାରପାଳମାନଙ୍କର ଏହିସବୁ ଦଳ ଥିଲା। ସହେି ଦ୍ବାରପାଳମାନେ କୋରହ ଓ ମରାରି ବଂଶର ଥିଲେ।

ପ୍ରଥମ ବଂଶାବଳୀ 27:1
ରାଜାଙ୍କ ସୈନ୍ଯବାହିନୀ ରେ ସବୋକାର୍ୟ୍ଯ କରୁଥିବା ଇଶ୍ରାୟେଲୀୟ ଲୋକଙ୍କର ତାଲିକା ଏହି। ପ୍ରେତ୍ୟକକ ଦଳକୁ ପ୍ରତିବର୍ଷର ଗୋଟିଏ ମାସ ନିମନ୍ତେ କାର୍ୟ୍ଯ ରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ଯାପଟନ୍େ, ସନୋଧ୍ଯକ୍ଷ ଓ ପୋଲିସମାନେ ରାଜାଙ୍କର ସବୋକାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ସନୋଦଳ ରେ 24,000 ଲୋକ ଥିଲେ।

ପ୍ରଥମ ବଂଶାବଳୀ 27:1
ରାଜାଙ୍କ ସୈନ୍ଯବାହିନୀ ରେ ସବୋକାର୍ୟ୍ଯ କରୁଥିବା ଇଶ୍ରାୟେଲୀୟ ଲୋକଙ୍କର ତାଲିକା ଏହି। ପ୍ରେତ୍ୟକକ ଦଳକୁ ପ୍ରତିବର୍ଷର ଗୋଟିଏ ମାସ ନିମନ୍ତେ କାର୍ୟ୍ଯ ରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ଯାପଟନ୍େ, ସନୋଧ୍ଯକ୍ଷ ଓ ପୋଲିସମାନେ ରାଜାଙ୍କର ସବୋକାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ସନୋଦଳ ରେ 24,000 ଲୋକ ଥିଲେ।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்