Base Word | |
מֵידְבָא | |
Short Definition | Medeba, a place in Palestine |
Long Definition | a town in Moab assigned to Reuben and located 4 miles (6 km) southwest of Heshbon; still extant |
Derivation | from H4325 and H1679; water of quiet |
International Phonetic Alphabet | mei̯.d̪ɛ̆ˈbɔːʔ |
IPA mod | mei̯.dɛ̆ˈvɑːʔ |
Syllable | mêdĕbāʾ |
Diction | may-deh-BAW |
Diction Mod | may-deh-VA |
Usage | Medeba |
Part of speech | n-pr-loc |
ଗଣନା ପୁସ୍ତକ 21:30
ସମାନଙ୍କେର ଭବିଷ୍ଯତ୍ ବଂଶଧରଗଣ ହିଷ୍ ବୋନଠାରୁ ଦୀବୋନ ପର୍ୟ୍ଯନ୍ତ ଧ୍ବଂସ ହାଇେଛନ୍ତି। ଆମ୍ଭମାନେେ ସମାନଙ୍କେୁ ଶର ନିକ୍ଷପେ କରିଅଛୁ। ହିଷବୋନ୍ ଦୀବୋନ୍ ପର୍ୟ୍ଯନ୍ତ ହେଲା। ଆମ୍ଭମାନେେ ନୋଫହ ପର୍ୟ୍ଯନ୍ତ ଧ୍ବଂସ କଲୁ, ଯାହା ମଦବୋ ନିକଟରେ ଅଛି।
ଯିହୋଶୂୟ 13:9
ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋଯରଠାରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଦୀବୋନ୍ ପର୍ୟ୍ଯନ୍ତ ମଦବୋର ସମସ୍ତ ସମଭୂମି।
ଯିହୋଶୂୟ 13:16
ଅର୍ନୋନ ଉପତ୍ୟକା ନିକଟସ୍ଥ ଅରୋଯରଠାେରକ୍ସ୍ଟ ଉପତ୍ୟକା ମଧ୍ଯବର୍ତ୍ତୀ ନଗର ଓ ମଦବୋ ନିକଟସ୍ଥ ସମସ୍ତ ସମତଳ ଭୂମି ସମାନଙ୍କେର ସୀମା ଥିଲା।
ପ୍ରଥମ ବଂଶାବଳୀ 19:7
ଅେମ୍ମାନୀୟ ଲୋକେ 32,000 ରଥ କିଣିଲେ ମଧ୍ଯ ସମାନଙ୍କେୁ ସାହାୟ୍ଯ କରିବା ନିମନ୍ତେ ସମାନେେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମଦବୋ ସହର ନିକଟରେ ଛାଉଣୀ ସ୍ଥାପନ କଲେ। ଅେମ୍ମାନୀୟ ଲୋକମାନେ ନିଜେ ମଧ୍ଯ ସହରରୁ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଲେ।
ଯିଶାଇୟ 15:2
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்