Base Word
מִפְתָּן
Short Definitiona stretcher, i.e., a sill
Long Definitionthreshold
Derivationfrom the same as H6620
International Phonetic Alphabetmɪpˈt̪ɔːn̪
IPA modmifˈtɑːn
Syllablemiptān
Dictionmip-TAWN
Diction Modmeef-TAHN
Usagethreshold
Part of speechn-m

ପ୍ରଥମ ଶାମୁୟେଲ 5:4
ତା'ପରେ ପକ୍ସ୍ଟଣି ସମାନେେ ପରଦିନ ପ୍ରଭାତ ରେ ଯେତବେେଳେ ଉଠିଲେ ଦାଗୋନ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁ ମାଡି ଭୂମିରେ ପଡିଥିଲା ଏବଂ ବାହକ୍ସ୍ଟଗକ୍ସ୍ଟଡିକ ଓ ମକ୍ସ୍ଟଣ୍ତ କଟା ହାଇେଥିଲା ଏବଂ ଦ୍ବାରବନ୍ଧ ଉପରେ ପଡିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହାଇେ ରହିଥିଲା।

ପ୍ରଥମ ଶାମୁୟେଲ 5:5
ଏଥିପାଇଁ ଦାଗୋନର ଯାଜକମାନେ ଅବା ଯେଉଁମାନେ ଦାଗୋନ ମନ୍ଦିରକକ୍ସ୍ଟ ଆସନ୍ତି, ସମାନେେ ଆଜି ପର୍ୟ୍ଯନ୍ତ ଅସ୍ଦୋଦସ୍ଥିତ ଦାଗୋନ ମନ୍ଦିରର ଦ୍ବାରବନ୍ଧକକ୍ସ୍ଟ ମାଡନ୍ତି ନାହିଁ।

ଯିହିଜିକଲ 9:3
ଏବଂ ଇଶ୍ରାୟେଲର ପରମେଶ୍ବରଙ୍କ ମହିମା ଯେଉଁ କିରୁବର ଉପ ରେ ଥିଲା, ତାହା ତାହାଠାରୁ ଉଠି ମନ୍ଦିରର ଦ୍ବାର ନିକଟକୁ ୟାଇଥିଲା। ତା'ପ ରେ ସେ ସହେି ଶୁକ୍ଲବସ୍ତ୍ର ପରିହିତ ଓ ପାଶର୍‌ବ ରେ ଲେଖକର କାଳିଘଡ଼ିଧାରୀ ପୁରୁଷକୁ ଡାକିଲେ।

ଯିହିଜିକଲ 10:4
ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ବାର ଆଡ଼କୁ ଗଲା, ତେଣୁ ଗୃହ ମେଘ ରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ବଳ ତଜେ ରେ ପରିପୂର୍ଣ୍ଣ ହେଲା।

ଯିହିଜିକଲ 10:18
ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଉର୍ଦ୍ଧ୍ବକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପ ରେ ଅଧିଷ୍ଠିତ ହେଲା।

ଯିହିଜିକଲ 46:2
ପୁଣି ଅଧିପତି ବାହାର ଦ୍ବାରର ବାରଣ୍ଡା ଦଇେ ପ୍ରବେଶ କରିବେ ଓ ଦ୍ବାର ଚୌକାଠ ନିକଟରେ ଠିଆ ହବେେ। ଆଉ ଯାଜକମାନେ ତାଙ୍କର ହାମାେର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ବାର ପ୍ରବେଶ ସ୍ଥାନ ରେ ପ୍ରଣାମ କରିବେ ଓ ତା'ପ ରେ ବାହାରି ଯିବେ। କିନ୍ତୁ ସନ୍ଧ୍ଯା ପର୍ୟ୍ଯନ୍ତ ଦ୍ବାର ବନ୍ଦ କରାୟିବ ନାହିଁ।

ଯିହିଜିକଲ 47:1
ଅନନ୍ତର ସେ ମାେତେ ଫରୋଇ ମନ୍ଦିରର ଦ୍ବାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନ ରେ ତଳୁ ଜଳ ନିର୍ଗତ ହାଇେ ପୂର୍ବଦିଗ ରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସହେି ଜଳ ତଳି ମନ୍ଦିରର ଦକ୍ଷିଣପାଶର୍‌ବ ଦଇେ ୟଜ୍ଞବଦେୀର ଦକ୍ଷିଣ ଦିଗ ରେ ବହିଲା।

ସିଫନିୟ 1:9
ସହେି ସମୟରେ ପ୍ରବେଶଦ୍ବାରକୁ ଡଇେଁ ୟାଇଥିବା ଲୋକମାନଙ୍କୁ ଆମ୍ଭେ ଦଣ୍ତ ଦବୋ। ଯେଉଁମାନେ ତାଙ୍କ ମିଥ୍ଯା ପ୍ରଭୁଙ୍କର ଗୃହକୁ ମିଥ୍ଯା ଓ ହିଂସା ରେ ପୂର୍ଣ୍ଣ କରିଛନ୍ତି ସମାନଙ୍କେୁ ମଧ୍ଯ ଦଣ୍ତ ଦବୋ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்