Base Word
מִקְלָט
Short Definitionan asylum (as a receptacle)
Long Definitionrefuge, asylum
Derivationfrom H7038 in the sense of taking in
International Phonetic Alphabetmɪk’ˈlɔːt̪’
IPA modmikˈlɑːt
Syllablemiqlāṭ
Dictionmik-LAWT
Diction Modmeek-LAHT
Usagerefuge
Part of speechn-m

ଗଣନା ପୁସ୍ତକ 35:6
ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ଯେଉଁ ସବୁ ନଗର ଦବେ ତହିଁରୁ ଛଅଟି ଆଶ୍ରଯ ନଗର ହବେ। ନରହତ୍ଯାକାରୀ ସଠାେକୁ ପଳାଇବା ନିମନ୍ତେ ତୁମ୍ଭମାନେେ ତାହା ଦବେ; ତାହା ଛଡା ଆହୁରି ବଯାଳିଶ୍ଟି ନଗର ହବେ।

ଗଣନା ପୁସ୍ତକ 35:11
ନିଜ ନିଜ ଆଶ୍ରଯ ନଗର ହବୋ ନିମନ୍ତେ କେତେ ଗୁଡିଏ ନଗର ନିରୂପଣ କରିବ; କହେି ଅନିଚ୍ଛା ରେ କାହାକୁ ହତ୍ଯା କରେ, ସହେିସବୁ ନଗରକୁ ୟାଇପାରିବ।

ଗଣନା ପୁସ୍ତକ 35:12
ଏହି ନଗରଗୁଡିକ ହତ୍ଯାକାରୀ ପାଇଁ ନିରାପଦ ଅଟେ, ସହେି ବ୍ଯକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାଯିତ୍ବ ହତ୍ଯାକାରୀକୁ ଦଣ୍ତିତ କରିବା, ହତ୍ଯାକାରୀକୁ ମଣ୍ତଳ ନିକଟରେ ବିଚାର ପାଇଁ ଉପସ୍ଥିତ ନକଲା ପର୍ୟ୍ଯନ୍ତ।

ଗଣନା ପୁସ୍ତକ 35:13
ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ଯରୁ ଛଅ ଗୋଟି ଆଶ୍ରଯ ନଗର ହବେ।

ଗଣନା ପୁସ୍ତକ 35:14
ତୁମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରି ରେ ତିନି ନଗର ଦବେ ଓ କିଣାନ ଦେଶ ମଧିଅରେ ତିନି ନଗର ଦବେ; ତାହାସବୁ ଆଶ୍ରଯ ନଗର ହବେ।

ଗଣନା ପୁସ୍ତକ 35:15
ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ, ବିଦେଶ ରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାଯୀବାସିନ୍ଦାମାନଙ୍କ ନିମନ୍ତେ ସହେି ଛଅ ନଗର ଆଶ୍ରଯସ୍ଥାନ ହବେ; ତହିଁରେ ଯେ ପ୍ରେତ୍ୟକକ ଜନ ଭ୍ରାନ୍ତି ରେ କୌଣସି ମନୁଷ୍ଯକୁ ବଧ କରେ, ସେ ସହେି ସ୍ଥାନକୁ ପଲାଇ ୟାଇପାରିବ।

ଗଣନା ପୁସ୍ତକ 35:25
ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସହେି ନରହତ୍ଯାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ୟାଇଥିଲା ସହେି ଆଶ୍ରଯ ନଗର ରେ ମଣ୍ତଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦବେେ; ଆଉ ଯେଉଁ ପର୍ୟ୍ଯନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାୟାଜକର ମୃତ୍ଯୁ ନହୁଏ, ସେ ପର୍ୟ୍ଯନ୍ତ ସେ ସହେି ସ୍ଥାନ ରେ ବାସ କରିବ।

ଗଣନା ପୁସ୍ତକ 35:26
ସହେି ହତ୍ଯାକାରୀ ଆଶ୍ରଯ ନଗରରୁ ଯଦି କୌଣସି ସମୟରେ ତହିଁର ସୀମା ବାହାରକୁ ୟାଏ ଓ ରକ୍ତର ପ୍ରତିହନ୍ତା ଆଶ୍ରଯ ନଗର

ଗଣନା ପୁସ୍ତକ 35:27
ସୀମାର ବାହା ରେ ତାହାକୁ ପାଏ ଓ ପ୍ରତିହନ୍ତା ତାହାକୁ ବଧ କରେ ତବେେ ସେ ରକ୍ତପାତ ରେ ଅପରାଧୀ ହବେ ନାହିଁ।

ଗଣନା ପୁସ୍ତକ 35:28
ଜଣେ ଯଦି ହଠାତ୍ କାହାକୁ ବଧ କରେ ସେ ଆଶ୍ରଯ ନଗର ରେ ମହାୟାଜକର ମୃତ୍ଯୁ ପର୍ୟ୍ଯନ୍ତ ରହିବ। ମାତ୍ର ମହାୟାଜକର ମୃତ୍ଯୁ ହେଲାପରେ ସହେି ନରହତ୍ଯାକାରୀ ଆପଣା ଅଧିକାର ଭୂମିକି ଫରେିୟାଇପାରିବ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்