Base Word | |
אֲבִישַׁג | |
Short Definition | Abishag, a concubine of David |
Long Definition | David's beautiful young nurse |
Derivation | from H0001 and H7686; father of error (i.e., blundering) |
International Phonetic Alphabet | ʔə̆.bɪi̯ˈʃɑɡ |
IPA mod | ʔə̆.viːˈʃɑɡ |
Syllable | ʾăbîšag |
Diction | uh-bee-SHAHɡ |
Diction Mod | uh-vee-SHAHɡ |
Usage | Abishag |
Part of speech | n-pr-f |
ପ୍ରଥମ ରାଜାବଳୀ 1:3
ଏଣୁ ରାଜାଙ୍କର ଦାସମାନେ ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ସୁନ୍ଦରୀ କନ୍ଯାର ଅନ୍ବଷେଣ କରିବା ଆରମ୍ଭ କରି ଦେଲେ। ଶଷେ ରେ ସେ ଶୁନମେୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ୟୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘନେି ଆସିଲେ।
ପ୍ରଥମ ରାଜାବଳୀ 1:15
ଏଥି ରେ ବତ୍ଶବୋ ଶଯନାଗାର ଭିତରକୁ ୟାଇ ରାଜାଙ୍କୁ ଦେଖିଲେ। ସେତବେେଳେ ରାଜା ଅତ୍ଯନ୍ତ ବୃଦ୍ଧ ଥିଲେ। ଶୁନମେୀୟା ୟୁବତୀ ଅବୀଶଗ ରାଜାଙ୍କର ପରିଚର୍ୟ୍ଯା କରୁଥିଲା।
ପ୍ରଥମ ରାଜାବଳୀ 2:17
ଅଦୋନିଯ କହିଲେ, ତୁମ୍ଭେ ଅନୁଗ୍ରହ କରି ଶୁନମେୀୟା ଅବୀଶଗକୁ ମାେ ସହିତ ବିବାହ ଦବୋ ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।
ପ୍ରଥମ ରାଜାବଳୀ 2:21
ତେଣୁ ବତ୍ଶବୋ କହିଲେ, ଶୁନମେୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିଯ ସହିତ ବିବାହ ଦିଆଯାଉ।
ପ୍ରଥମ ରାଜାବଳୀ 2:22
ରାଜା ଶଲୋମନ ତାଙ୍କ ମାତାଙ୍କୁ ପଚାରିଲେ, ତୁମ୍ଭେ ମାେତେ କାହିଁକି ଅବୀଶଗ ସହିତ ଅଦୋନିଯକୁ ବିବାହ ଦବୋ ପାଇଁ କହୁଛ? ତୁମ୍ଭେ ମାେତେ କାହିଁକି ପଗ୍ଭରୁନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମାରେବଡଭାଇ। ଯାଜକ ଅବିଯାଥର ଓ ସରୁଯାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்