Base Word | |
סוֹף | |
Short Definition | a termination |
Long Definition | end, conclusion |
Derivation | from H5486 |
International Phonetic Alphabet | sop |
IPA mod | so̞wf |
Syllable | sôp |
Diction | sope |
Diction Mod | sofe |
Usage | conclusion, end, hinder participle |
Part of speech | n-m |
ଦିତୀୟ ବଂଶାବଳୀ 20:16
ଆସନ୍ତାକାଲି, ତୁମ୍ଭମାନେେ ସଠାେକୁ ଓହ୍ଲାଇ ୟାଅ ଓ ସହେି ଲୋକମାନଙ୍କ ସହିତ ୟୁଦ୍ଧ କର। ସମାନେେ ସୀସ୍ ନାମକ ଗିରିପଥ ମଧ୍ଯଦଇେ ଆସିବେ। ତୁମ୍ଭମାନେେ ସମାନଙ୍କେୁ ଯରେୁଯଲେ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶଷେମୁଣ୍ଡ ରେ ପାଇବ।
ଉପଦେଶକ 3:11
ପରମେଶ୍ବର ଏହା ଠିକ୍ ସମୟରେ ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ଯ ଲୋକମାନଙ୍କ ମନ ରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସମାନେେ କବେେ ହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରେତ୍ୟକକ ଜିନିଷ ପରମେଶ୍ବର କରିଅଛନ୍ତି।
ଉପଦେଶକ 7:2
ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।
ଉପଦେଶକ 12:13
ସାରକଥା ଏହି, ଆମ୍ଭମାନେେ ସବୁ ଶୁଣିଛୁ। ପରମେଶ୍ବରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ଯର ପୂର୍ଣ୍ଣ କର୍ତ୍ତବ୍ଯ ଅଟେ।
ଯୋୟେଲ 2:20
ଆମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ରାଜ୍ଯ ଛାଡି ୟିବାକୁ ଉତ୍ତର ଦିଗକୁ ବିତାଡିତ କରିବା। ସମାନଙ୍କେୁ ଏକ ଶୁଷ୍କ, ଶୂନ୍ଯ ସ୍ଥାନକୁ ତଡିଦବୋ। ସମାନଙ୍କେ ମଧ୍ଯରୁ କେତକେ ପୂର୍ବ ସମୁଦ୍ର ଆଡେ ଯିବେ ଓ ଆଉ କେତକେ ପଶ୍ଚିମ ସମୁଦ୍ର ଆଡେ ଯିବେ। ସମାନେେ ଏପରି ଭୟଙ୍କର କାର୍ୟ୍ଯ କରିଛନ୍ତି, ସମାନେେ ମୃତ ପ୍ରାଯ ହବେେ, ପଚିଯିବେ ଓ ସଠାରୁେ ଦୁର୍ଗନ୍ଧ ନିର୍ଗତ ହବେ।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்