Base Word
עֵבֵר
Short DefinitionEber, the name of two patriarchs and four Israelites
Long Definitionson of Salah, great grandson of Shem, father of Peleg and Joktan
Derivationthe same as H5676
International Phonetic Alphabetʕeˈber
IPA modʕeˈveʁ
Syllableʿēbēr
Dictionay-BARE
Diction Moday-VARE
UsageEber, Heber
Part of speechn-pr-m

ଆଦି ପୁସ୍ତକ 10:21
ଯଫେତର ବଡ଼ଭାଇ ଶମଙ୍କେର ମଧ୍ଯ ସନ୍ତାନ ସନ୍ତତି ଥିଲେ, ସହେି ଏବର ଯଫେତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲେ।

ଆଦି ପୁସ୍ତକ 10:24
ଏବଂ ଅର୍ଫକ୍ଷଦର ସନ୍ତାନ ଶଲହେ ଓ ଶଲହରେ ସନ୍ତାନ ଏବର।

ଆଦି ପୁସ୍ତକ 10:25
ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପଲେଗ୍ କାରଣ ସହେି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ୟକ୍ତନ୍।

ଆଦି ପୁସ୍ତକ 11:14
ଶଲହକେୁ ତିରିଶ ବର୍ଷ ବଯସ ରେ ସେ ଏବରର ପିତା ହେଲ।

ଆଦି ପୁସ୍ତକ 11:15
ଏବର ଜନ୍ମ ହବୋପରେ ଶଲହେ 403 ବର୍ଷ ବଞ୍ଚିଲା। ସହେି ସମୟ ମଧିଅରେ ସେ ପୁତ୍ର କନ୍ଯାଙ୍କୁ ଜନ୍ମ ଦେଲେ।

ଆଦି ପୁସ୍ତକ 11:16
ଏବରକୁ 34 ବର୍ଷପରେ ତାଙ୍କର ଏକ ପୁତ୍ର ଜନ୍ମିଲା ଯାହାର ନାମ ପଲଗେ।

ଆଦି ପୁସ୍ତକ 11:17
ପଲଗରେ ଜନ୍ମପରେ, ଏବର 430 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ସନ୍ତାନ ସନ୍ତତିମାନେ ଜନ୍ମ ନେଲେ।

ଗଣନା ପୁସ୍ତକ 24:24
ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସମାନେେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡିକ ମଧ୍ଯ ଧ୍ବଂସ ହବେେ।

ପ୍ରଥମ ବଂଶାବଳୀ 1:18
ଅର୍ଫକ୍ଷଦ, ଶଲହଙ୍କେର ପିତା ଥିଲେ। ଶଲହେ ଏବରଙ୍କ ପିତା ଥିଲା।

ପ୍ରଥମ ବଂଶାବଳୀ 1:19
ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்