Base Word
עֹז
Short Definitionstrength in various applications (force, security, majesty, praise)
Long Definitionmight, strength
Derivationor (fully) עוֹז; from H5810
International Phonetic Alphabetʕod͡z
IPA modʕo̞wz
Syllableʿōz
Dictionohdz
Diction Modoze
Usageboldness, loud, might, power, strength, strong
Part of speechn-m

ଯାତ୍ରା ପୁସ୍ତକ 15:2
ସଦାପ୍ରଭୁ ହେଉଛନ୍ତି ମାରେ ଶକ୍ତି। ସେ ମାେତେ ରକ୍ଷା କରନ୍ତି। ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି। ସଦାପ୍ରଭୁ ହେଉଛନ୍ତି ମାରେ ପରମେଶ୍ବର ଏବଂ ମୁଁ ତାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମାରେ ପୂର୍ବପୁରୁଷମାନଙ୍କର ପରମେଶ୍ବର ଏବଂ ମୁଁ ତାଙ୍କର ସମ୍ମାନ କରିବି।

ଯାତ୍ରା ପୁସ୍ତକ 15:13
କିନ୍ତୁ ତୁମ୍ଭେ ଦୟା ରେ ରକ୍ଷା କରିଥିବା ଲୋକମାନଙ୍କୁ ଆଗଇେ ନଲେ। ତୁମ୍ଭେ ଆପଣା ପରାକ୍ରମ ରେ ସମାନଙ୍କେୁ ତୁମ୍ଭର ପବିତ୍ର ନିବାସସ୍ଥାନକୁ ନଇେ ୟାଇଛ।

ଲେବୀୟ ପୁସ୍ତକ 26:19
ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ଯ ଓ ଭୂମିକୁ ପିତଳତୁଲ୍ଯ ତରିବା।

ବିଚାରକର୍ତାମାନଙ୍କ ବିବରଣ 5:21
କୀଶୋନ୍ ନଦୀ ପକ୍ସ୍ଟରକ୍ସ୍ଟଣା ନଦୀ ଭଷାଇ ନଲୋ ସଷେରା ଲୋକ। ହେ ମାରେ ପ୍ରାଣ ତକ୍ସ୍ଟମ୍ଭ ବଳ ରେ ଅଗ୍ରସର ହକ୍ସ୍ଟଅ।

ବିଚାରକର୍ତାମାନଙ୍କ ବିବରଣ 9:51
କିନ୍ତୁ ସହେି ନଗର ମଧିଅରେ ଏକ ଦୃଢ ଗଡ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗର ଲୋକମାନେ ଉଚ୍ଚ ପ୍ରାସାଦକକ୍ସ୍ଟ ପଳାଇ ତା ଭିତ ରେ ନିଜକକ୍ସ୍ଟ ରକ୍ସ୍ଟଦ୍ଧକରି ଗଡର ଛାତ ଉପରକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 2:10
ଯେଉଁମାନେ ୟିଏକି ସର୍ବୋପରିସ୍ଥ ପରମେଶ୍ବରଙ୍କ ସହିତ ପ୍ରତିବାଦ କରନ୍ତି, ସମାନେେ ଭଗ୍ନ ହବେେ। ସଦାପ୍ରଭୁ ସ୍ବର୍ଗ ରେ ଥାଇ ସହେି ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଗର୍ଜନ କରିବେ।

ଦିତୀୟ ଶାମୁୟେଲ 6:14
ଦାଉଦ ଏକ ଶକ୍ସ୍ଟକ୍କ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ତାଙ୍କର ସମସ୍ତ ସାମର୍ଥ୍ଯ ସହ ନାଚକ୍ସ୍ଟଥିଲେ।

ପ୍ରଥମ ବଂଶାବଳୀ 13:8
ଦାଉଦ ଓ ଇଶ୍ରାୟେଲ ସମସ୍ତ ଲୋକ ପରମେଶ୍ବରଙ୍କ ସମ୍ମୁଖ ରେ ଆନନ୍ଦ ଉତ୍ସବ କରୁଥିଲେ। ସମାନେେ ପରମେଶ୍ବରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସମାନେେ ବୀଣା, ସାରଙ୍ଗ, ଢ଼ୋଲ, ଗିନି ଓ ତୂରୀ ବାଦ୍ଯସବୁ ବଜାଇଲେ।

ପ୍ରଥମ ବଂଶାବଳୀ 16:11
ପରମେଶ୍ବର ଓ ତାଙ୍କ ପରାକ୍ରମକୁ ଦେଖ, ସର୍ବଦା ତାଙ୍କର ସାହାୟ୍ଯ ଲୋଡ଼।

ପ୍ରଥମ ବଂଶାବଳୀ 16:27
ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନ ରେ ଅଛି।

Occurences : 93

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்