Base Word
עֲנָתוֹת
Short DefinitionAnathoth, the name of two Israelites, also of a place in Pal
Long Definition(n pr m) son of Becher and grandson of Benjamin
Derivationplural of H6067
International Phonetic Alphabetʕə̆.n̪ɔːˈt̪ot̪
IPA modʕə̆.nɑːˈto̞wt
Syllableʿănātôt
Dictionuh-naw-TOTE
Diction Moduh-na-TOTE
UsageAnathoth
Part of speechn-pr-m n-pr-loc

ଯିହୋଶୂୟ 21:18
ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।

ପ୍ରଥମ ରାଜାବଳୀ 2:26
ତା'ପରେ ରାଜା ଯାଜକ ଅବିଯାଥରକୁ କହିଲେ, ତୁମ୍ଭେ ଅନାେଥାତ ସ୍ଥିତ ତୁମ୍ଭର ଗୃହକୁ ୟାଅ। କାରଣ ତୁମ୍ଭେ ଯଦିଓ ମୃତ୍ଯୁ ଯୋଗ୍ଯ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉନାହିଁ, କାରଣ ତୁମ୍ଭେ ମାରେ ପିତା ଦାଉଦଙ୍କ ସମ୍ମୁଖ ରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମାେ ପିତାଙ୍କର କଠିନ ସମୟରେ ସହେି ପ୍ରକାର ବିପଦଗୁଡିକରେ ଭାଗୀ ହାଇେଥିଲା।

ପ୍ରଥମ ବଂଶାବଳୀ 6:60
ବିନ୍ଯାମୀନ ଗୋଷ୍ଠୀଠାରୁ ସମାନେେ ଗିବିଯୋନ, ଗବୋ ଆଲମେତ୍ ଓ ଅନାେଥାତ୍ ଏବଂ ସମାନଙ୍କେର କ୍ଷତେ ସହର ସହିତ ପ୍ରାପ୍ତ ହେଲା। କହାତୀଯମାନଙ୍କୁ ତରଟେି ନଗର ଦିଆଗଲା।

ପ୍ରଥମ ବଂଶାବଳୀ 7:8
ବେଖରଙ୍କର ପୁତ୍ରମାନେ ଥିଲେ : ସମୀର, ୟୋଯାଶ, ଇଲୀଯଷେର, ଇଲିଯୋ-ଐନଯ, ଅମ୍ରି, ଯିରମୋେତ୍, ଅବିଯ, ଅନାଥୋତ୍ ଓ ଆଲମେତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ।

ଏଜ୍ରା 2:23
ଅନାେଥାତର ସହରରୁ 128ଜଣ।

ନିହିମିୟା 7:27
ଅନାେଥାତର ଲୋକ 128 ଜଣ।

ନିହିମିୟା 10:19
ହାରୀଫ୍, ଅନାଥୋତ୍, ନୋବଯ ଓ ନବଯେ।

ନିହିମିୟା 11:32
ଅନାଥୋତ, ନୋବ୍, ଓ ଅନନିଯା ରେ

ଯିଶାଇୟ 10:30
ହେ ଶଲ୍ଲୀମର କନ୍ଯା, ଉଚ୍ଚସ୍ବର ରେ ପାଟି କର। ହେ ଲଯିଶ, ଶୁଣ। ଅନାଥୋଡ୍ ତାକୁ ଉତ୍ତର ଦିଅ।

ଯିରିମିୟ 1:1
ଏହା ହେଉଛି ଭବିଷ୍ଯଦବକ୍ତା ଯିରିମିୟଙ୍କ ବାକ୍ଯ। ହିଲବିଯଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ଯରୁ ଜଣେ ୟିଏ କି ଅନାେଥାତ୍ ପ୍ରଦେଶର ବିନ୍ଯାମୀନଙ୍କର ଗୋଷ୍ଠୀର ଥିଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்