Base Word
אָסְנַת
Short DefinitionAsenath, the wife of Joseph
Long Definitionthe wife of Joseph
Derivationof Egyptian derivation
International Phonetic Alphabetʔosˈn̪ɑt̪
IPA modʔosˈnɑt
Syllableʾosnat
Dictionose-NAHT
Diction Modose-NAHT
UsageAsenath
Part of speechn-pr-f

ଆଦି ପୁସ୍ତକ 41:45
ଫାରୋ ଯୋଷଫଙ୍କେୁ ଏକ ଅନ୍ୟ ନାମ ରେ ନାମିତ କଲେ, ସାଫନତ୍-ପାନହେ ଫାରୋ ଯୋଷଫଙ୍କେୁ ଓନ ନଗର ନିବାସୀ ପୋଟୀଫର ନାମକ ଯାଜକର ଆସନ୍ନତ୍ ନାମ୍ନୀ କନ୍ଯା ସହିତ ବିବାହ ଦେଲେ। ଯୋଷଫେ ସମସ୍ତ ମିଶ ରେ ଦେଶ ମଧ୍ଯଦଇେ ଗଲେ।

ଆଦି ପୁସ୍ତକ 41:50
ଯୋଷଫଙ୍କେର ସ୍ତ୍ରୀ ଆସନତ୍। ସେ ଓନ୍ ନଗର ନିବାସୀ ପୋଟୀଫର ଯାଜକର ଝିଅ ଥିଲେ। ଦୁର୍ଭିକ୍ଷ ଆସିବାର ପୂର୍ବରୁ ଯୋଷଫେ ଏବଂ ଆସନତ୍ ଦୁଇଟି ପୁତ୍ର ଥିଲେ।

ଆଦି ପୁସ୍ତକ 46:20
ମିଶର ରେ ଯୋଷଫଙ୍କେର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରଯିମ। ଯୋଷଫଙ୍କେ ସ୍ତ୍ରୀ ଆସନତ, ସମାନଙ୍କେୁ ଜନ୍ମ କରିଥିଲେ। ୟିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ଯା ଥିଲେ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்