Base Word | |
צַעַד | |
Short Definition | a pace or regular step |
Long Definition | step, pace, stride |
Derivation | from H6804 |
International Phonetic Alphabet | t͡sˤɑˈʕɑd̪ |
IPA mod | t͡sɑˈʕɑd |
Syllable | ṣaʿad |
Diction | tsa-AD |
Diction Mod | tsa-AD |
Usage | pace, step |
Part of speech | n-m |
ଦିତୀୟ ଶାମୁୟେଲ 6:13
ଯେଉଁ ଲୋକମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବହିଥିଲେ ସମାନେେ ଛଅ ପାହକ୍ସ୍ଟଣ୍ତ ଆସିଲା ପରେ ସଠାେରେ ଅଟକିଲେ ଓ ଦାଉଦ ସଠାେରେ ଏକ ଗୋରୁ ବଳି ଦେଲେ ଓ ଏକ ମାଟୋ ବାଛକ୍ସ୍ଟରୀ ମଧ୍ଯ ବଳି ଦେଲେ।
ଦିତୀୟ ଶାମୁୟେଲ 22:37
ମାରେ ଗୋଡ ଓ ଗଣ୍ତିକକ୍ସ୍ଟ ଦୃଢ କର, ତେଣୁ ମୁ ଦୁର୍ବଳ ହବେି ନାହିଁ ଏବଂ ପଡିବି ନାହିଁ।
ଆୟୁବ ପୁସ୍ତକ 14:16
ତୁମ୍ଭେ ତଥାପି ମାରେ ପ୍ରତିଟି ପଦକ୍ଷପକେୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମାରେ ପାପଗୁଡ଼ିକୁ ମନେ ପକାଇବ ନାହିଁ।
ଆୟୁବ ପୁସ୍ତକ 18:7
ତାଙ୍କର ଶକ୍ତ ପାଦ କ୍ଷୀଣ ହାଇଯେିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।
ଆୟୁବ ପୁସ୍ତକ 31:4
ମୁଁ ଯାହାକରେ ବା ପଦକ୍ଷପେ ଗ୍ରହଣ କରେ, ପରମେଶ୍ବର ସେ ସବୁ ଜାଣନ୍ତି ଓ ଦେଖନ୍ତି।
ଆୟୁବ ପୁସ୍ତକ 31:37
ଯଦି ପରମେଶ୍ବର ତାହା କରନ୍ତି, ତବେେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦବେି। ଜଣେ ନେତାଭଳି ମାରେ ମୁଣ୍ଡ ଟକେି ମୁଁ ପରମେଶ୍ବରଙ୍କ ପାଖକୁ ଆସିବି।
ଆୟୁବ ପୁସ୍ତକ 34:21
ପରମେଶ୍ବର ଲୋକମାନଙ୍କର କାର୍ୟ୍ଯ ପଳାପକୁ ଲକ୍ଷ୍ଯ କରନ୍ତି। ପରମେଶ୍ବର ମଣିଷର ପ୍ରେତ୍ୟକକ ପାଦ ଗତିକୁ ଜାଣନ୍ତି।
ଗୀତସଂହିତା 18:36
ମାରେ ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର, ୟାହାଫଳରେ ମୁଁ ଦୁର୍ବଳ ହବେି ନାହିଁ ଏବଂ ପଡ଼ିବି ନାହିଁ।
ହିତୋପଦେଶ 4:12
ତୁମ୍ଭେ ଗଲା ବେଳେ ତୁମ୍ଭର ପାଦ ଫାନ୍ଦ ରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ।
ହିତୋପଦେଶ 5:5
ସେ ହେଉଛି ମୃତ୍ଯୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନଇୟିବେ।
Occurences : 14
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்