Base Word
אַרְבַּע
Short Definitionfour
Long Definitionfour
Derivationmasculine אַרְבָּעָה; from H7251
International Phonetic Alphabetʔɑrˈbɑʕ
IPA modʔɑʁˈbɑʕ
Syllableʾarbaʿ
Dictionar-BA
Diction Modar-BA
Usagefour
Part of speechn

ଆଦି ପୁସ୍ତକ 2:10
ଗୋଟିଏ ନଦୀ ଏଦନରୁ ପ୍ରବାହିତ ହାଇେ ଉଦ୍ୟାନକୁ ଜଳ ଦିଏ। ଏହାପରେ ସହେି ନଦୀ ଚ଼ାରି ଭାଗ ରେ ବିଭକ୍ତ ହେଲା।

ଆଦି ପୁସ୍ତକ 11:13
ଶଲହରେ ପିତା ହେଲାପରେ, ଆର୍ଫକ୍ଷଦ 403 ବର୍ଷ ବଞ୍ଚିଲେ ଏବଂ ପୁତ୍ର ଓ କନ୍ଯାଗଣ ଲାଭ କଲେ।

ଆଦି ପୁସ୍ତକ 11:15
ଏବର ଜନ୍ମ ହବୋପରେ ଶଲହେ 403 ବର୍ଷ ବଞ୍ଚିଲା। ସହେି ସମୟ ମଧିଅରେ ସେ ପୁତ୍ର କନ୍ଯାଙ୍କୁ ଜନ୍ମ ଦେଲେ।

ଆଦି ପୁସ୍ତକ 11:16
ଏବରକୁ 34 ବର୍ଷପରେ ତାଙ୍କର ଏକ ପୁତ୍ର ଜନ୍ମିଲା ଯାହାର ନାମ ପଲଗେ।

ଆଦି ପୁସ୍ତକ 11:17
ପଲଗରେ ଜନ୍ମପରେ, ଏବର 430 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ସନ୍ତାନ ସନ୍ତତିମାନେ ଜନ୍ମ ନେଲେ।

ଆଦି ପୁସ୍ତକ 14:5
ଏହିପରି ଚତୁର୍ଦ୍ଦଶ ବର୍ଷ ରେ କଦର୍ଲାଯୋମର ରାଜା ଓ ୟୋଉଁ ରାଜାମାନେ ତାଙ୍କ ସହିତ ଥିଲେ ଆସି ଅସ୍ତରୋତ୍କର୍ଣ୍ଣଯିମ ରେ ରଫାଯୀମ ଲୋକମାନଙ୍କୁ ଏବଂ ହମ ରେ ସୁଷୀଯ ଲୋକମାନଙ୍କୁ ପରାସ୍ତ କଲେ। ଶାବିକିରିଯାଥଯିମ ରେ ଏମୀଯ ଲୋକମାନଙ୍କୁ ପରାସ୍ତ କଲେ।

ଆଦି ପୁସ୍ତକ 14:9
ସମାନେେ ଏଲମର ରାଜା କଦର୍ଲାଯୋମର ଓ ଗୋଯିମର ତିଦିଯଲର ରାଜା ଓ ଶିନିଯରର ଅମ୍ରାଫଲ୍ର ରାଜା ଓ ଇଲ୍ଲାସରର ରାଜା। ଏହି ଚ଼ାରି ଜଣ ରାଜା ପାଞ୍ଚଙ୍କ ବିରୁଦ୍ଧ ରେ।

ଆଦି ପୁସ୍ତକ 15:13
ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଏ ବିଷଯ ରେ ନିଶ୍ଚିତ ହାଇପୋରିବ, ତୁମ୍ଭର ବଂଶଧର ବିଦେଶ ରେ ପ୍ରବାସୀ ହବେେ ଏବଂ କ୍ରୀତଦାସ ହବେେ ଏବଂ କ୍ଲେଶ ଭୋଗ କରିବେ 400 ବର୍ଷ ପର୍ୟ୍ଯନ୍ତ।

ଆଦି ପୁସ୍ତକ 23:15
ମହାଶୟ, ମାରେକଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ଯ ତ ଚାରିଶହ ସକେଲ ରୂପା ତୁମ୍ଭ ମାେପାଇଁ କିଛି ନୁହେଁ। ଭୂମି ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ମୃତ ସ୍ତ୍ରୀକୁ କବର ଦିଅନ୍ତୁ।

ଆଦି ପୁସ୍ତକ 23:16
ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।

Occurences : 318

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்