Base Word
רֵאשִׁית
Short Definitionthe first, in place, time, order or rank (specifically, a firstfruit)
Long Definitionfirst, beginning, best, chief
Derivationfrom the same as H7218
International Phonetic Alphabetreʔˈʃɪi̯t̪
IPA modʁeʔˈʃiːt
Syllablerēʾšît
Dictionray-SHEET
Diction Modray-SHEET
Usagebeginning, chief(-est), first(-fruits) (part, time), principal thing
Part of speechn-f

ଆଦି ପୁସ୍ତକ 1:1
ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।

ଆଦି ପୁସ୍ତକ 10:10
ଶନିଯର ଦେଶ ରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ଯ ହେଲା।

ଆଦି ପୁସ୍ତକ 49:3
ହେ ମାରେ ପ୍ରଥମ ପୁତ୍ର ରୁବନ୍େ, ତୁମ୍ଭେ ମାରେ ପ୍ରଥମଜାତ ପୁତ୍ର। ତୁମ୍ଭେ ମାରେ ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମାରେ ପୁତ୍ରମାନଙ୍କ ମଧିଅରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳି ଥିଲ।

ଯାତ୍ରା ପୁସ୍ତକ 23:19
ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।

ଯାତ୍ରା ପୁସ୍ତକ 34:26
ତୁମ୍ଭମାନଙ୍କର ପ୍ରଥମ ଶସ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସହେି ସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଗୃହକୁ ଆଣିବେ।

ଲେବୀୟ ପୁସ୍ତକ 2:12
ତୁମ୍ଭମାନେେ ପ୍ରଥମଜାତ ଫଳର ନବୈେଦ୍ଯ ରୂପେ ତାଡି କି ମଧୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଶ୍ଚିତ ଉତ୍ସର୍ଗ କରିପାର, କିନ୍ତୁ ଏହା ସଦାପ୍ରଭୁଙ୍କୁ ଗୋଟିଏ ମଧୁର ସୁଗନ୍ଧି ଉପହାର ହବେ। ଏହାକୁ ୟଜ୍ଞବଦେୀ ଉପରକୁ ନିଆ ୟାଇ ପାରିବ ନାହିଁ।

ଲେବୀୟ ପୁସ୍ତକ 23:10
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେୁ ତୁମ୍ଭମାନେେ ସେ ଦେଶ ରେ ପ୍ରବେଶ କରିବ। ଯେତବେେଳେ ତୁମ୍ଭମାନେେ ଶସ୍ଯ କାଟିବ, ସେତବେେଳେ ପ୍ରଥମ କଟା ଶସ୍ଯରୁ ଏକବିଡା ଯାଜକ ନିକଟକୁ ଆଣିବ।

ଗଣନା ପୁସ୍ତକ 15:20
ତୁମ୍ଭମାନେେ ନିଜ ନିଜ ପ୍ରଥମ ଶସ୍ଯରୁ ଉତ୍ତୋଳନୀଯ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ଯ ମର୍ଦ୍ଦନ ସ୍ଥାନ ରେ ଉତ୍ତୋଳନୀଯ ଉପହାର, ସହେିପରି ତାହା ଉତ୍ତୋଳନ କରିବା ଉଚିତ୍।

ଗଣନା ପୁସ୍ତକ 15:21
ତୁମ୍ଭମାନେେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।

ଗଣନା ପୁସ୍ତକ 18:12
ଇଶ୍ରାୟେଲ ଲୋକମାନେ ମାେ ଉବ୍ଦେଶ୍ଯ ରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ଯ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦଲେୁ।

Occurences : 51

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்