Base Word
שָׁאַל
Short Definitionto inquire; by implication, to request; by extension, to demand
Long Definitionto ask, enquire, borrow, beg
Derivationor שָׁאֵל; a primitive root
International Phonetic Alphabetʃɔːˈʔɑl
IPA modʃɑːˈʔɑl
Syllablešāʾal
Dictionshaw-AL
Diction Modsha-AL
Usageask (counsel, on), beg, borrow, lay to charge, consult, demand, desire, × earnestly, enquire, + greet, obtain leave, lend, pray, request, require, + salute, × straitly, × surely, wish
Part of speechv

ଆଦି ପୁସ୍ତକ 24:47
ତା'ପରେ ମୁଁ ପଚାରିଲି, 'ତୁମ୍ଭର ପିତା କିଏ?' ସେ ଉତ୍ତର ଦଲୋ, 'ବଥୂଯଲେ ମାରେ ପିତା।' ଏହାପରେ ମୁଁ ତାଙ୍କୁ ବଳା ଓ ନଥ ଦଲେି।

ଆଦି ପୁସ୍ତକ 24:57
ରିବିକାର ଭାଇ ଓ ମା କହିଲେ, ଆମ୍ଭେ ରିବିକାକୁ ପଚାରିବା।

ଆଦି ପୁସ୍ତକ 26:7
ତହିଁରେ ସହେି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷଯ ରେ ପଚାରନ୍ତେ ସେ କହିଲେ, ସେ ମାରେ ଭଉଣୀ ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସଠାେକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।

ଆଦି ପୁସ୍ତକ 32:17
ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, ଯେତବେେଳେ ଏଷୌ ମାରେ ଭାଇ ତୁମ୍ଭ ପାଖକୁ ଆସି ପଚା ରେ, 'ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?'

ଆଦି ପୁସ୍ତକ 32:29
ଏହାପରେ ଯାକୁବ ତାଙ୍କୁ ପଚାରିଲା, ଦୟାକରି ତୁମ୍ଭର ନାମ କୁହ।

ଆଦି ପୁସ୍ତକ 32:29
ଏହାପରେ ଯାକୁବ ତାଙ୍କୁ ପଚାରିଲା, ଦୟାକରି ତୁମ୍ଭର ନାମ କୁହ।

ଆଦି ପୁସ୍ତକ 37:15
ଶିଖିମଠା ରେ ଯୋଷଫେ ଏଣେ ତଣେେ କ୍ଷେତ୍ର ମଧିଅରେ ବୁଲୁ ଥିବାର ଜଣେ ବ୍ଯକ୍ତି ଦେଖିଲେ। ସହେି ଲୋକଟି ପଚାରିଲା, ତୁମ୍ଭେ ଏଠା ରେ କଣ ଖୋଜୁଛ?

ଆଦି ପୁସ୍ତକ 38:21
ତେଣୁ ସେ ସଠାେକାର ଲୋକମାନଙ୍କୁ ପଚାରିଲା, ଐନମ ପଥ ପାଶର୍ବ ରେ ଯେଉଁ ବେଶ୍ଯା ଥିଲା ସେ କାହିଁ?

ଆଦି ପୁସ୍ତକ 40:7
ଯେଉଁମାନେ କାରାଗାର ରେ ଥିଲେ, ଯୋଷଫେ ଫାରୋଙ୍କର ସବେକମାନଙ୍କୁ ପଚାରିଲେ, ତୁମ୍ଭମାନେେ କାହିଁକି ଆଜି ଭାରି ଚିନ୍ତିତ ଦଖାଯାେଉଛ?

ଆଦି ପୁସ୍ତକ 43:7
ଭାଇମାନେ ଉତ୍ତର ଦେଲେ, ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଲା। ସେ ଆମ୍ଭ ବିଷଯ ରେ ଓ ଆମ୍ଭ ପରିବାର ବଷଯ ରେ ସବୁ ଜାଣିବାକୁ ଚାହିଁଲା। ସେ ଆମ୍ଭମାନଙ୍କୁ ପଚାରିଲା, 'ତୁମ୍ଭର ପିତା କ'ଣ ଏବବେି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହ ରେ ଅଛି କି?' ଆମ୍ଭେ ଜାଣି ନଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।

Occurences : 174

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்