Base Word
שָׁכַם
Short Definitionliterally, to load up (on the back of man or beast), i.e., to start early in the morning
Long Definitionto rise or start early
Derivationa primitive root; properly, to incline (the shoulder to a burden); but used only as denominative from H7926
International Phonetic Alphabetʃɔːˈkɑm
IPA modʃɑːˈχɑm
Syllablešākam
Dictionshaw-KAHM
Diction Modsha-HAHM
Usage(arise, be up, get (oneself) up, rise up) early (betimes), morning
Part of speechv

ଆଦି ପୁସ୍ତକ 19:2
ଲୋଟ ସମାନଙ୍କେୁ କହିଲେ, ହେ ମହାଶୟଗଣ ମାରେ ଗୃହକୁ ଆସିବା ହେଉ ଏବଂ ମୁଁ ତୁମ୍ଭମାନଙ୍କର ସବୋ କରିବି। ଆପଣମାନେ ପାଦ ଧୋଇ ମାରେ ଗୃହକୁ ଆସନ୍ତୁ ଏବଂ ଏହିଠା ରେ ରାତ୍ରିୟାପନ କରନ୍ତୁ। ଏହାପରେ ଆସନ୍ତାକାଲି ତୁମ୍ଭମାନେେ ଶିଘ୍ର ଉଠିବ ଏବଂ ତୁମ୍ଭ ୟାତ୍ରା ଚାଲୁ ରଖିବ।

ଆଦି ପୁସ୍ତକ 19:27
ସହେିଦିନ ପ୍ରତ୍ଯୁଷ ରେ, ଅବ୍ରହାମ ପୂର୍ବେ ଯେଉଁ ସ୍ଥାନ ରେ ଠିଆ ହାଇେ ସଦାପ୍ରଭୁଙ୍କ ସହିତ କଥା ହାଇେଥିଲେ, ସହେି ସ୍ଥାନକୁ ଗଲେ ଓ ଦେଖିଲେ ଯେ,

ଆଦି ପୁସ୍ତକ 20:8
ତେଣୁ ତା'ପରଦିନ ପ୍ରଭାତରୁ ଅବିମଲକେ ତାଙ୍କ ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ବପ୍ନ ବିଷଯ ରେ କହିଲେ। ଦାସମାନେ ଭୟ ରେ ଥରିଲେ।

ଆଦି ପୁସ୍ତକ 21:14
ତା'ପର ଦିନ ପ୍ରତ୍ଯୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲା। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ପଠାଇ ଦେଲେ ସହେି ଜିନିଷ ସହିତ। ହାଗାର ସେ ସ୍ଥାନ ଛାଡ଼ି ବରେଶବୋ ମରୁଭୂମିରେ ଭ୍ରମଣ କଲେ।

ଆଦି ପୁସ୍ତକ 22:3
ପ୍ରଭାତ ରେ ଅବ୍ରହାମ ଉଠିଲା ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତ ରେ ନେଲେ। ଅବ୍ରହାମ ହାମବେଳି ନିମନ୍ତେ କାଠ କାଟି ପରମେଶ୍ବର କହିଥିବା ସ୍ଥାନକୁ ନଇଗେଲେ।

ଆଦି ପୁସ୍ତକ 26:31
ପରଦିନ ପ୍ରତ୍ଯୁଷରୁ ପ୍ରେତ୍ୟକକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହାପରେ ସମାନେେ ଶାନ୍ତି ରେ ଫରେିଲେ।

ଆଦି ପୁସ୍ତକ 28:18
ଯାକୁବ ପ୍ରତ୍ଯୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦଇେଥିଲେ, ତାହା ନଇେ ସ୍ତମ୍ଭରୂପେ ସ୍ଥାପନ କଲେ। ଏହାପରେ ସେ ତା' ଉପରେ ତୈଳ ଢ଼ାଳିଲେ।

ଆଦି ପୁସ୍ତକ 31:55
ଏହାପରେ ଲାବନ ପ୍ରଭାତ ରେ ଉଠି ଆପଣା କନ୍ଯାଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା। ଏହିରୂପେ ଲାବନ ସ୍ବସ୍ଥାନକୁ ଫରେିଗଲା।

ଯାତ୍ରା ପୁସ୍ତକ 8:20
ପରମେଶ୍ବର ମାଶାଙ୍କେୁ କହିଲେ, ପ୍ରଭାତରୁ ଉଠି ଫାରୋଙ୍କ ନିକଟକୁ ୟାଅ। ସେ ଯେତବେେଳେ ନଦୀକୂଳକୁ ୟିବ। ଏହିପରି କୁହ ସଦାପ୍ରଭୁ କହିଲେ, ' ମାରେ ଲୋକମାନଙ୍କୁ ଛାଡ ସମାନେେ ମାରେ ଉପାସନା କରିବେ।

ଯାତ୍ରା ପୁସ୍ତକ 9:13
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରଭାତରୁ ଉଠି ଓ ଫାରୋଙ୍କ ନିଟକୁ ୟାଅ। ତାଙ୍କୁ କୁହ ଏବ୍ରୀଯ ଲୋକମାନଙ୍କର ସଦାପ୍ରଭୁ ପରମେଶ୍ବର କହନ୍ତି, ' ମାରେ ଲୋକମାନଙ୍କୁ ମାରେ ଉପାସନା ପାଇଁ ଛାଡ।

Occurences : 65

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்