Base Word | |
שְׁפַטְיָה | |
Short Definition | Shephatjah, the name of ten Israelites |
Long Definition | a son of David by Abital; David's 5th son |
Derivation | or שְׁפַטְיָהוּ; from H8199 and H3050; Jah has judged |
International Phonetic Alphabet | ʃɛ̆.pɑt̪’ˈjɔː |
IPA mod | ʃɛ̆.fɑtˈjɑː |
Syllable | šĕpaṭyâ |
Diction | sheh-paht-YAW |
Diction Mod | sheh-faht-YA |
Usage | Shephatiah |
Part of speech | n-pr-m |
ଦିତୀୟ ଶାମୁୟେଲ 3:4
ଚତକ୍ସ୍ଟର୍ଥ ପକ୍ସ୍ଟତ୍ର ଜନ୍ମ ହେଲ, ତାଙ୍କର ନାମ ଅଦୋନୀଯ, ଅଦୋନୀଯର ମାତା ହେଲ, ହଗୀତ୍ ଏବଂ ପଞ୍ଚମ ପକ୍ସ୍ଟତ୍ର ହେଲ ଶଫଟୀଯ ସେ ଅବିଟଲର ପକ୍ସ୍ଟତ୍ର।
ପ୍ରଥମ ବଂଶାବଳୀ 3:3
ପଞ୍ଚମ ପୁତ୍ର ଥିଲେ ଶଫଟୀଯ। ତାଙ୍କର ମାତା ଥିଲେ : ଅବିଟଲ୍।
ପ୍ରଥମ ବଂଶାବଳୀ 9:8
ୟିବ୍ନିଯ ୟିରୋହମଙ୍କ ପୁତ୍ର ଥିଲେ। ଏଲା ଉଷିଙ୍କ ପୁତ୍ର ଥିଲେ। ଉଷି ମିଖ୍ରିଙ୍କ ପୁତ୍ର ଥିଲେ। ମଶୁଲ୍ଲମ ଶଫଟିଯଙ୍କ ପୁତ୍ର ଥିଲେ। ଶଫଟିଯ ରୁଯଲଙ୍କେ ପୁତ୍ର ଥିଲେ ଏବଂ ରୁଯଲେ ଇବ୍ନିଯଙ୍କ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 12:5
ଇଲିଯୁଷଯ, ଯିରମୋେତ୍, ବାଲିଯା, ଶମରିଯ ଓ ହରୂବଂୀଯ, ଶଫଟିଯ ;
ପ୍ରଥମ ବଂଶାବଳୀ 27:16
ଇଶ୍ରାୟେଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ :
ଦିତୀୟ ବଂଶାବଳୀ 21:2
ଯିହାରୋମ୍ ଯିହାଶାଫେଟ୍ଙ୍କ ପୁତ୍ର ଥିଲେ।' ଯିହାରୋମ୍ଙ୍କ ଭ୍ରାତାମାନେ ଥିଲେ ଅସରିଯ, ୟିହୀଯେଲ୍, ଜିଖରିଯ, ଅସରିଯାହ, ମୀଖାଯଲେ, ଶଫ୍ଟିଯ। ଏହି ବ୍ଯକ୍ତିମାନେ ଯିହାଶାଫେଟ୍ଙ୍କର ପୁତ୍ରଗଣ ଥିଲେ। ଯିହାଶାଫେଟ୍ ଯିହୁଦାର ରାଜା ଥିଲେ।
ଏଜ୍ରା 2:4
ଶଫଟିଯର ବଂଶଧର 372 ଜଣ।
ଏଜ୍ରା 2:57
ଶଫଟିଯ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖରେତ୍ ବଂଶଧରଗଣ, ହତ୍ସବାଯିମ ବଂଶଧରଗଣ, ଅମୀ ବଂଶଧରଗଣ,
ଏଜ୍ରା 8:8
ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯଲରେ ପୁତ୍ର ସବଦିଯ ଓ ତାହା ସଙ୍ଗେ 80 ପୁରୁଷ।
ନିହିମିୟା 7:9
ଶଫଟିଯର ବଂଶଧର 372 ଜଣ।
Occurences : 13
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்