Base Word
תָּא
Short Definitiona room (as circumscribed)
Long Definitionchamber, guardroom
Derivationand (feminine) תָּאָה; (Ezekiel 40:12), from (the base of) H8376
International Phonetic Alphabett̪ɔːʔ
IPA modtɑːʔ
Syllabletāʾ
Dictiontaw
Diction Modta
Usage(little) chamber
Part of speechn-m

ପ୍ରଥମ ରାଜାବଳୀ 14:28
ଯେତେଥର ରାଜା ସଦାପ୍ରଭୁଙ୍କ ଗୃହକୁ ଯାଉଥିଲେ ପ୍ରହରିମାନେ ତାଙ୍କ ସହିତ ସେ ଢାଲ ଧରି ଯାଉଥିଲେ। କାର୍ୟ୍ଯ ସମାପ୍ତି ପରେ ସମାନେେ ଫରେିଆସି ପ୍ରହରିଶାଳାର କାନ୍ଥ ରେ ଢାଲଗୁଡିକୁ ରଖୁଥିଲେ।

ଦିତୀୟ ବଂଶାବଳୀ 12:11
ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତ ରେ ପ୍ରବେଶ କଲେ, େସତେଥର ରକ୍ଷୀମାନେ ସହେି ପିତ୍ତଳ ଢ଼ାଲଗୁଡ଼ିକୁ ଆଣିଲେ। ପୁଣି ସମାନେେ ପୁନର୍ବାର ସହେି ପିତ୍ତଳ ଢ଼ାଲଗୁଡ଼ିକୁ ରକ୍ଷୀଗୁଡ଼ିକୁ ଫରୋଇ ଆଣିଲେ।

ଯିହିଜିକଲ 40:7
ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀର କାନ୍ଥଗୁଡ଼ିକ ମଧିଅରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହାଇେଥିଲା ଓ ଗୃହାଭିମୁଖେ ଦ୍ବାରର ବାରଣ୍ଡା ନିକଟସ୍ଥ ଦ୍ବାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା।

ଯିହିଜିକଲ 40:7
ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀର କାନ୍ଥଗୁଡ଼ିକ ମଧିଅରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହାଇେଥିଲା ଓ ଗୃହାଭିମୁଖେ ଦ୍ବାରର ବାରଣ୍ଡା ନିକଟସ୍ଥ ଦ୍ବାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା।

ଯିହିଜିକଲ 40:10
ଆଉ ପୂର୍ବାଭିମୁଖ ଦ୍ବାରର ଏପାଖ ରେ ତିନି ଓ ସପୋଖ ରେ ତିନି କଠାେରୀ ଥିଲା। ସେ ତିନି ତିନି କଠାେରୀର ମାପ ସମାନ ଥିଲା ଓ ପ୍ରତିପାଖ ସ୍ତମ୍ଭଗୁଡ଼ିକ ସମାନ ମାପର ଥିଲା।

ଯିହିଜିକଲ 40:12
ପ୍ରତି କଠାେରୀର ସମ୍ମୁଖ ରେ ଏ ପାଖ ରେ ଏକ ହାତ ଓସାର ଓ ସେ ପାଖ ରେ ଏକ ହାତ ଲମ୍ବା ; େଛାଟ କାନ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀ ଛଅହାତ ବର୍ଗ ପରିମିତ ଥିଲା।

ଯିହିଜିକଲ 40:12
ପ୍ରତି କଠାେରୀର ସମ୍ମୁଖ ରେ ଏ ପାଖ ରେ ଏକ ହାତ ଓସାର ଓ ସେ ପାଖ ରେ ଏକ ହାତ ଲମ୍ବା ; େଛାଟ କାନ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀ ଛଅହାତ ବର୍ଗ ପରିମିତ ଥିଲା।

ଯିହିଜିକଲ 40:13
ତା'ପ ରେ ଏକ କାନ୍ଥଠାରୁ ଅନ୍ୟ କାନ୍ଥ ପର୍ୟ୍ଯନ୍ତ ପଚିଶ ହାତ ମାପିଲେ। ଏହାର ଦ୍ବାର ସମ୍ମୁଖ ରେ ଦ୍ବାର ଥିଲା।

ଯିହିଜିକଲ 40:16
ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍‌ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।

ଯିହିଜିକଲ 40:21
ଏହି ଫାଟକଟି ପ୍ରେତ୍ୟକକ ପାଶର୍‌ବ ରେ ତିନୋଟି କଠାେରୀ ସହିତ ଏହାର ପ୍ରାଙ୍ଗଣ ରେ ମାପ ପ୍ରଥମ ଚଟାଣ ସହିତ ସମାନ ଥିଲା। ତାହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்