Proverbs 24:4 in Oriya

Oriya Oriya Bible Proverbs Proverbs 24 Proverbs 24:4

Proverbs 24:4
ଜ୍ଞାନ ରେ ତାହାର କଠାେରୀ ସବୁ ବହୁମୂଲ୍ଯ ଓ ମନୋରମ ବସ୍ତ୍ର ରେ ପରିପୂର୍ଣ୍ଣ ହୁଏ।

Proverbs 24:3Proverbs 24Proverbs 24:5

Proverbs 24:4 in Other Translations

King James Version (KJV)
And by knowledge shall the chambers be filled with all precious and pleasant riches.

American Standard Version (ASV)
And by knowledge are the chambers filled With all precious and pleasant riches.

Bible in Basic English (BBE)
And by knowledge its rooms are full of all dear and pleasing things.

Darby English Bible (DBY)
and by knowledge are the chambers filled with all precious and pleasant substance.

World English Bible (WEB)
By knowledge the rooms are filled With all rare and beautiful treasure.

Young's Literal Translation (YLT)
And by knowledge the inner parts are filled, `With' all precious and pleasant wealth.

And
by
knowledge
וּ֭בְדַעַתûbĕdaʿatOO-veh-da-at
shall
the
chambers
חֲדָרִ֣יםḥădārîmhuh-da-REEM
filled
be
יִמָּלְא֑וּyimmolʾûyee-mole-OO
with
all
כָּלkālkahl
precious
ה֖וֹןhônhone
and
pleasant
יָקָ֣רyāqārya-KAHR
riches.
וְנָעִֽים׃wĕnāʿîmveh-na-EEM

Cross Reference

Proverbs 21:20
ଜ୍ଞାନବାନର ଗୃହ ରେ ବହୁମୂଲ୍ଯ ସମ୍ପତ୍ତି ଥାଏ ଓ ତୈଳ ଥାଏ, ମାତ୍ର ଗୋଟିଏ ମୂର୍ଖ ଶୋଷି ଦିଏ ଏବଂ ଏହା ସମସ୍ତ ଶଷେ କରେ।

Proverbs 15:6
ଧାର୍ମିକର ଗୃହ ରେ ବହୁ ସମ୍ପତ୍ତି ଥାଏ। ମାତ୍ର ଦୁଷ୍ଟର ଆଯ ରେ ସବୁବେଳେ କଷ୍ଟ ଥାଏ।

Nehemiah 10:39
ଇଶ୍ରାୟେଲର ଲୋକମାନେ ଏବଂ ଲବେୀୟମାନେ ଭଣ୍ତାର ଗୃହକୁ ନିଶ୍ଚିତ ରେ ତାଙ୍କର ଉପହାର ଆଣିବେ। ସମାନେେ ଶସ୍ଯ, ଦ୍ରାକ୍ଷାରସ, ତୈଳ ସହେି କୋଠରୀକୁ ଆଣିବେ, ଯେଉଁଠା ରେ ଦାଯିତ୍ବ ରେ ଥିବା ଯାଜକମାନେ, ଦ୍ବାରପାଳଗଣ ଓ ଗାଯକମାନେ ପବିତ୍ର ସାମଗ୍ରୀ ରଖନ୍ତି। ଏବଂ ଆମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କ ମନ୍ଦିର ପ୍ରତି ହଳୋ କରିବୁ ନାହିଁ।

Matthew 13:52
ତା'ପରେ ଯୀଶୁ କହିଲେ, ସ୍ବର୍ଗରାଜ୍ଯ ବିଷୟ ରେ ଜାଣିଥିବା ପ୍ରେତ୍ୟକକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି। ଯେ କି ଭଣ୍ଡାର ରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।

Proverbs 27:23
ତୁମ୍ଭେ ଆପଣା ମଷେପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ୍ ହୁଅ। ପୁଣି ଆପଣା ପଶୁପଲ ବିଷଯ ରେ ଉତ୍ତମରୂପେ ମନୋୟୋଗ କର।

Proverbs 20:15
ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ଯବାନ୍ ଅଟେ।

Proverbs 8:21
ଯେଉଁମାନେ ମାେତେ ପ୍ ରମେ କରନ୍ତି, ସମାନଙ୍କେୁ ସବୁ ସମ୍ପତ୍ତିର ଅଧିକାରୀ କରେ। ସମାନଙ୍କେ ଭଣ୍ଡାର ପୂର୍ଣ୍ଣ କରେ।

Nehemiah 13:5
ତେଣୁ ସେ ତାକୁ ଏକ ବଡ କଠାେରୀ ଦଲୋ। ସହେି କଠାେରୀକୁ ପୂର୍ବେ ଲୋକମାନେ ସହେି ସ୍ଥାନ ରେ ଶସ୍ଯ ନବୈେଦ୍ଯ, ସୁଗନ୍ଧ ଏବଂ ଅନ୍ଯାନ୍ଯ ସାମଗ୍ରୀ, ଲବେୀୟ ଓ ଗାଯକ ଓ ଦ୍ବାରପାଳମାନଙ୍କ ନିମନ୍ତେ ଶସ୍ଯ, ଦ୍ରାକ୍ଷାରସ ଓ ତୈଲର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବା ରେ ବ୍ଯବହୃତ ହେଉଥିଲା।

2 Chronicles 26:4
ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କଲେ। ସେ ତାଙ୍କର ପିତା ଅମତ୍ସିଯଙ୍କ ପରି ପରମେଶ୍ବରଙ୍କୁ ମାନିଲେ।

2 Chronicles 4:18
ଶଲୋମନ ଏହିପରି ଅନକେ ଜିନିଷ ଏତେ ପରିମାଣ ରେ ତିଆରି କରିଥିଲେ ଯେ ଏଥି ରେ ବ୍ଯବହୃତ ପିତ୍ତଳର ଓଜନ ମାପିବା ପାଇଁ କହେି ଚେଷ୍ଟା କଲେ ନାହିଁ।

1 Chronicles 29:2
ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ମାରେ ସାଧ୍ଯମତେ ଯୋଜନା ପାଇଁ ଚେଷ୍ଟା କରିଅଛି। ମୁଁ ସୁବର୍ଣ୍ଣ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ସୁବର୍ଣ୍ଣ ଦଇେଅଛି। ମୁଁ ରେ ୗପ୍ୟ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ରେ ୗପ୍ୟ ଦଇେଅଛି। ମୁଁ ପିତ୍ତଳ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ପିତ୍ତଳ ଦଇେଅଛି। ମୁଁ ଲୌହର ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ଲୌହ ଦଇେଅଛି। ମୁଁ କାଠର ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ କାଠ ଦଇେଅଛି। ମୁଁ ଚିତ୍ରବିଚିତ୍ର ଟାଇଲ୍ ଓ ପ୍ରସ୍ତର ଖାଦେନ କାର୍ୟ୍ଯ ପାଇଁ ଓ ଗୋବଦକମେଣି ଓ ସମସ୍ତ ପ୍ରକାର ବିଭିନ୍ନ ରଙ୍ଗର ବହୁମୂଲ୍ଯ ପ୍ରସ୍ତର ଓ ଶୁଭ୍ର ମାର୍ବଲପ୍ରସ୍ତର ଦଇେଅଛି। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ନିମନ୍ତେ ମୁଁ ଏହି ପ୍ରକାର ଅନକେ ଅନକେ ସାମଗ୍ରୀ ଦଇେଅଛି।

1 Chronicles 27:25
ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିବା ଲୋକମାନଙ୍କର ତାଲିକା ଏହି :

1 Kings 4:22
ଶଲୋମନ ତାଙ୍କ ପାଇଁ ଓ ତାଙ୍କ ସହିତ ଯେଉଁମାନେ ମେଜରେ ଖାଉଥିଲେ ସେମାନଙ୍କ ପାଇଁ ଏହି ପରିମାଣର ଖାଦ୍ୟଦ୍ରବ୍ୟ ଦରକାର କରୁଥିଲେ: