Proverbs 8 - YLT (Oriya)
1 Doth not wisdom call? And understanding give forth her voice?ଶୁଣ ! ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡ଼ାକୁଛନ୍ତି।
2 At the head of high places by the way, Between the paths she hath stood,ମାେ ପଥ ପାଶର୍ବସ୍ଥ ଉଚ୍ଚସ୍ଥାନ ରେ ଠିଆ ହୁଏ। ସେ ପ୍ରେତ୍ୟକକ ସଂୟୋଗ ରାସ୍ତା ରେ ଠିଆ ହୁଏ।
3 At the side of the gates, at the mouth of the city, The entrance of the openings, she crieth aloud,ସେ ନଗରଦ୍ବାର ନିକଟରେ ଠିଆ ହୁଏ ଏବଂ ଡାକେ।
4 `Unto you, O men, I call, And my voice `is' unto the sons of men.ଜ୍ଞାନୀ କ ହେ, ହେ ମନୁଷ୍ଯଗଣ ମୁଁ ତୁମ୍ଭମାନଙ୍କୁ ଡ଼ାକୁଅଛି। ମୁଁ ପ୍ରେତ୍ୟକକ ଲୋକଙ୍କୁ ଡାକେ।
5 Understand, ye simple ones, prudence, And ye fools, understand the heart,ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ। ହେ ନିର୍ବୋଧମାନେ, ତୁମ୍ଭମାନେେ ସୁବିବଚେନା କର।
6 Hearken, for noble things I speak, And the opening of my lips `is' uprightness.ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷଯ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମାେ ପାଟିରୁ ବାହାରିବ।
7 For truth doth my mouth utter, And an abomination to my lips `is' wickedness.ମାରେବାକ୍ଯସବୁ ସତ୍ଯ ଅଟେ। ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।
8 In righteousness `are' all the sayings of my mouth, Nothing in them is froward and perverse.ମୁଁ ଯାହା କ ହେ, ତାହା ସତ୍ଯ ଓ ଯଥାର୍ଥ। ମାରେ ବାକ୍ଯ ରେ ମିଥ୍ଯା କିମ୍ବା କୁଟିଳତା ନ ଥାଏ।
9 All of them `are' plain to the intelligent, And upright to those finding knowledge.ଯେ ତାହା ସବୁ ବୁଝେ ସେସବୁ ତାପାଇଁ ସ୍ପଷ୍ଟ। ଯେଉଁ ବ୍ଯକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।
10 Receive my instruction, and not silver, And knowledge rather than choice gold.ମାରେ ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ଯବାନ୍। ଏହା ମଧ୍ଯ ଗିନି ସୁନାଠାରୁ ମୂଲ୍ଯବାନ୍।
11 For better `is' wisdom than rubies, Yea, all delights are not comparable with it.ଜ୍ଞାନ ମୁକ୍ତାଠାରୁ ମୂଲ୍ଯବାନ, ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ଯବାନ।
12 I, wisdom, have dwelt with prudence, And a knowledge of devices I find out.ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି। ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।
13 The fear of Jehovah `is' to hate evil; Pride, and arrogance, and an evil way, And a froward mouth, I have hated.ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।
14 Mine `is' counsel and substance, I `am' understanding, I have might.ମନ୍ତ୍ରଣା ଓ ତତ୍ତ୍ବଜ୍ଞାନ ମାଠାେ ରେ ଥାଏ। ମୁଁ ହିଁ 'ସୁବିବଚେନା' ମାଠାେ ରେ ବଳ ଅଛି।
15 By me kings reign, and princes decree righteousness,ମାେ ମାଧ୍ଯମ ରେ ରାଜାମାନେ ରାଜତ୍ବ କରନ୍ତି। ଶାସନକର୍ତ୍ତାମାନେ ମାେ ଦ୍ବାରା ଯଥାର୍ଥ ବିଚାର କରନ୍ତି।
16 By me do chiefs rule, and nobles, All judges of the earth.ମାେ ଦ୍ବାରା ରାଜକୁମାରୀ ଏବଂ ଶ୍ ରେଷ୍ଠଗଣ ଶାସନ କରନ୍ତି, ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।
17 I love those loving me, And those seeking me earnestly do find me.ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।
18 Wealth and honour `are' with me, Lasting substance and righteousness.ମାେ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ଯର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
19 Better `is' my fruit than gold, even fine gold, And mine increase than choice silver.ମାରେ ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ। ମାରେ ଆଯୁ ରୂପା ଅପେକ୍ଷା ଉତ୍ତମ ଅଟେ।
20 In a path of righteousness I cause to walk, In midst of paths of judgment,ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।
21 To cause my lovers to inherit substance, Yea, their treasures I fill.ଯେଉଁମାନେ ମାେତେ ପ୍ ରମେ କରନ୍ତି, ସମାନଙ୍କେୁ ସବୁ ସମ୍ପତ୍ତିର ଅଧିକାରୀ କରେ। ସମାନଙ୍କେ ଭଣ୍ଡାର ପୂର୍ଣ୍ଣ କରେ।
22 Jehovah possessed me -- the beginning of His way, Before His works since then.ସଦାପ୍ରଭୁ ନିଜ ଗତିର ଆରମ୍ଭ ରେ, ତାଙ୍କ କର୍ମ ସକଳର ପୂର୍ବ ରେ ମାେତେ ଅଧିକାର କରିଥିଲେ।
23 From the age I was anointed, from the first, From former states of the earth.ଅନାଦିକାଳରୁ ଅବା ଆଦ୍ଯ କାଳାବଧି, ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି।
24 In there being no depths, I was brought forth, In there being no fountains heavy `with' waters,ଯେତବେେଳେ ଗଭୀର ସମୁଦ୍ର ନ ଥିଲା ଏବଂ ଯେତବେେଳେ ନିର୍ଝର ସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମ ହାଇେଥିଲି।
25 Before mountains were sunk, Before heights, I was brought forth.ପର୍ବତଗଣ ଓ ଉପପର୍ବତ ଗଣ ସ୍ଥାପିତ ହବୋ ପୂର୍ବରୁ, ମୁଁ ଜନ୍ମ ହାଇେଥିଲି।
26 While He had not made the earth, and out-places, And the top of the dusts of the world.ସେସମୟରେ ଭୂମି କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ।
27 In His preparing the heavens I `am' there, In His decreeing a circle on the face of the deep,ଯେଉଁ ସମୟରେ ସେ ସ୍ବର୍ଗ ସ୍ଥାପନ କଲେ, ସମୁଦ୍ରର ସୀମା ସ୍ଥିର କଲେ। ସେ ସମୟରେ ମୁଁ ସଠାେ ରେ ଥିଲି।
28 In His strengthening clouds above, In His making strong fountains of the deep,ସେ ମେଘକୁ ଆକାଶ ରେ ଝୁଲାଇଲେ, ଯେତବେେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।
29 In His setting for the sea its limit, And the waters transgress not His command, In His decreeing the foundations of earth,ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପା ରେ, ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।
30 Then I am near Him, a workman, And I am a delight -- day by day. Rejoicing before Him at all times,ସହେି ସମୟରେ ମୁଁ ତାଙ୍କ ନିକଟରେ କର୍ମକର୍ତ୍ତା ଥିଲି। ମୁଁ ପ୍ରତିଦିନ ଆନନ୍ଦଦାଯୀ ହାଇେ ତାଙ୍କ ସମ୍ମୁଖ ରେ ସର୍ବଦା ଆନନ୍ଦ ପ୍ରଦାନ କରୁଥିଲି।
31 Rejoicing in the habitable part of His earth, And my delights `are' with the sons of men.ସେ ସୃଷ୍ଟି କରିଥିବା ପୃଥିବୀ ରେ ମୁଁ ଉପଭୋଗ କଲି। ମାରେ ଆନନ୍ଦ ଲୋକମାନଙ୍କ ସହିତ ଥିଲା।
32 And now, ye sons, hearken to me, Yea, happy are they who keep my ways.ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।
33 Hear instruction, and be wise, and slight not.ମାରେ ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ। ତାହାକୁ ଅଗ୍ରାହ୍ଯ କର ନାହିଁ।
34 O the happiness of the man hearkening to me, To watch at my doors day by day, To watch at the door-posts of my entrance.ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।
35 For whoso is finding me, hath found life, And bringeth out good-will from Jehovah.ଯେଉଁ ଲୋକ ମାେତେ ପାଏ, ସେ ଜୀବନ ପାଏ। ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହବେ।
36 And whoso is missing me, is wronging his soul, All hating me have loved death!କିନ୍ତୁ ଯେ ମାରେ ବିରୁଦ୍ଧ ରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ। ଯେଉଁ ସବୁ ଲୋକ ମାେତେ ଘୃଣା କରନ୍ତି, ସମାନେେ ମୃତ୍ଯୁକୁ ଭୟ କରନ୍ତି।
Oriya Bible