Psalm 112 - YLT (Oriya)

1 Praise ye Jah! O the happiness of one fearing Jehovah, In His commands he hath delighted greatly.ସଦାପ୍ରଭୁଙ୍କର ପ୍ରଶଂସା କର। ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସମାନେେ ସମ୍ମାନରେ ଭାଗ୍ଯବାନ୍ ହୁଅନ୍ତି, ୟିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ବସ୍ତ ହାଇେଥାଏ,

2 Mighty in the earth is his seed, The generation of the upright is blessed.ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହବେେ। ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହବେେ।

3 Wealth and riches `are' in his house, And his righteousness is standing for ever.ସହେି ଲୋକର ପରିବାର ଧନଶାଳୀ ହବେେ ଏବଂ ତା'ର ଧର୍ମ ଚିରକାଳସ୍ଥାଯୀ ହବେ।

4 Light hath risen in darkness to the upright, Gracious, and merciful, and righteous.ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ବର ଅନ୍ଧକାରରେ ଆ ଲୋକ ସଦୃଶ୍ଯ। ସେ କୃପାମଯ, ସ୍ନହେଶୀଳ ଓ ଧାର୍ମିକ।

5 Good `is' the man -- gracious and lending, He sustaineth his matters in judgment.ଦରକାର ବେଳେ ଋଣ ଦବୋ ଏବଂ ଉଧାର ହବୋ, ଏହା ଗୋଟିଏ ଲୋକର ଭଲ ଗୁଣ। କୌଣସି ବ୍ଯକ୍ତି ନିଜର ବ୍ଯାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।

6 For -- to the age he is not moved; For a memorial age-during is the righteous.ସହେି ଲୋକ କଦାପି ବିଚଳିତ ହବେ ନାହିଁ। ର୍ଧାମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।

7 Of an evil report he is not afraid, Prepared is His heart, confident in Jehovah.ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ। ସହେି ଲୋକ ସୁସ୍ଥିର ହବେ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ବାସ କରେ।

8 Sustained is his heart -- he feareth not, Till that he look on his adversaries.ସହେି ଲୋକ ସୁସ୍ଥିର ଥାଏ। ସେ କବେେ ଭୟ କରେ ନାହିଁ। ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହବୋର ଦେଖିବ।

9 He hath scattered -- hath given to the needy, His righteousness is standing for ever, His horn is exalted with honour.ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ, ତା'ର ଧର୍ମ ଏକ। ଚିରକାଳସ୍ଥାଯୀ। ସେ ବିଜଯ ଏବଂ ସମ୍ମାନ ପାଇବ।

10 The wicked seeth, and hath been angry, His teeth he gnasheth, and hath melted, The desire of the wicked doth perish!ଦୁଷ୍ଟ ଲୋକ ଏହା ଦେଖି କୋର୍ଧ କରିବେ। ସମାନେେ ରାଗରେ ଦାନ୍ତ କଡ଼ମଡ଼ କରିବେ। କିନ୍ତୁ ଏହାପରେ ସମାନେେ ଅଦୃଶ୍ଯ ହବେେ। ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହବେ ନାହିଁ।

Oriya Bible