Psalm 116 - BBE (Oriya)
1 I have given my love to the Lord, because he has given ear to the voice of my cry and my prayer.ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି।
2 He has let my request come before him, and I will make my prayer to him all my days.ମୁଁ ତାଙ୍କୁ ଭଲ ପାଏ ଯେତବେେଳେ ସେ ମାେ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ଯୁବରଣ କଲା ପୂର୍ବରୁ ଉତ୍ତର ଦେଲେ।
3 The nets of death were round me, and the pains of the underworld had me in their grip; I was full of trouble and sorrow.ମୃତ୍ଯୁର ରଜ୍ଜୁ ଚତୁଃପାଶର୍ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।
4 Then I made my prayer to the Lord, saying, O Lord, take my soul out of trouble.ଏହାପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି, ମୁଁ କହିଲି, ହେ ସଦାପ୍ରଭୁ ମାେତେ ରକ୍ଷା କର!
5 The Lord is full of grace and righteousness; truly, he is a God of mercy.ସଦାପ୍ରଭୁ ହେଉଛନ୍ତି ଧର୍ମମଯ ଓ ଦୟାଳୁ ଏବଂ ୟାହା ୟଥାର୍ଥ ସେ କରନ୍ତି। ଆମ୍ଭମାନଙ୍କର ପରମେଶ୍ବର ଦୟାଳୁ ଅଟନ୍ତି।
6 The Lord keeps the simple; I was made low, and he was my saviour.ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି। ମୁଁ ଯେତବେେଳେ ଦିନହୀନ ଥିଲି ସଦାପ୍ରଭୁ ମାେତେ ରକ୍ଷା କଲେ।
7 Come back to your rest, O my soul; for the Lord has given you your reward.ହେ ମାରେ ପ୍ରାଣ ବିଶ୍ରାମ କର। ସଦାପ୍ରଭୁ ତୁମ୍ଭପ୍ରତି ମଙ୍ଗଳମଯ ଅଟନ୍ତି।
8 You have taken my soul from the power of death, keeping my eyes from weeping, and my feet from falling.ସଦାପ୍ରଭୁ, ତୁମ୍ଭେ ମୃତ୍ଯୁରୁ ମାରେ ପ୍ରାଣକୁ ରକ୍ଷା କଲ। ମାରେ ଲୋତକ ବନ୍ଦ କଲ। ତୁମ୍ଭେ ଝୁଣ୍ଟି ପଡ଼ିୟିବାରୁ ମାେତେ ରକ୍ଷା କର।
9 I will go before the Lord in the land of the living.ଜୀବିତମାନଙ୍କ ଦେଶରେ ମୁଁ ସଦାପ୍ରଭୁଙ୍କ ସବୋ କରିବି।
10 I still had faith, though I said, I am in great trouble;ଏପରିକି ମୁଁ ୟବେେ କହିଲି, ମୁଁ ବହୁତ କଷ୍ଟ ପାଛଅଛି ତଥାପି ମୁଁ ବିଶ୍ବାସ କଲି।
11 Though I said in my fear, All men are false.ମୁଁ ଯେତବେେଳେ ଭୟରେ ଥିଲି, କହିଲି, ସମସ୍ତ ମନୁଷ୍ଯ ମିଥ୍ଯାଚାରୀ ଅଟନ୍ତି।
12 What may I give to the Lord for all the good things which he has done for me?ସେ କରିଥିବା ମଙ୍ଗଳଦାନର ଫଳସ୍ବରୂପ ମୁଁ ସଦାପ୍ରଭୁଙ୍କୁ କ'ଣ ଦଇପୋରେ ?
13 I will take the cup of salvation, and give praise to the name of the Lord.ସେ ମାେତେ ରକ୍ଷା କଲେ। ତଣେୁ ମୁଁ ତାଙ୍କୁ ପଯେ ନବୈେଦ୍ଯ ଉତ୍ସର୍ଗ କରିବି। ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 I will make the offering of my oath to the Lord, even before all his people.ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।
15 Dear in the eyes of the Lord is the death of his saints.ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ଯରୁ ସଦ୍ ଭକ୍ତମାନଙ୍କ ମୃତ୍ଯୁ ବହୁମୂଲ୍ଯ ଅଟେ।
16 O Lord, truly I am your servant; I am your servant, the son of her who is your servant; by you have my cords been broken.ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।
17 I will give an offering of praise to you, and make my prayer in the name of the Lord.ମୁଁ ତୁମ୍ଭକୁ ଏକ ଧନ୍ଯବାଦାର୍ଥକ ବଳି ଦବେି। ମୁଁ ସଦାପ୍ରଭୁଙ୍କର ନାମକୁ ଡ଼ାକିବି।
18 I will make the offerings of my oath, even before all his people;ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 In the Lord's house, even in Jerusalem. Praise be to the Lord.ମୁଁ ତାଙ୍କର ୟିରୁଶାଲମରେ ଥିବା ମନ୍ଦିରକୁ ୟିବି। ସଦାପ୍ରଭୁଙ୍କର ପ୍ରଶଂସା କର !
Oriya Bible