Psalm 116 - YLT (Oriya)

1 I have loved, because Jehovah heareth My voice, my supplication,ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି।

2 Because He hath inclined His ear to me, And during my days I call.ମୁଁ ତାଙ୍କୁ ଭଲ ପାଏ ଯେତବେେଳେ ସେ ମାେ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ଯୁବରଣ କଲା ପୂର୍ବରୁ ଉତ୍ତର ଦେଲେ।

3 Compassed me have cords of death, And straits of Sheol have found me, Distress and sorrow I find.ମୃତ୍ଯୁର ରଜ୍ଜୁ ଚତୁଃପାଶର୍‌ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।

4 And in the name of Jehovah I call: I pray Thee, O Jehovah, deliver my soul,ଏହାପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି, ମୁଁ କହିଲି, ହେ ସଦାପ୍ରଭୁ ମାେତେ ରକ୍ଷା କର!

5 Gracious `is' Jehovah, and righteous, Yea, our God `is' merciful,ସଦାପ୍ରଭୁ ହେଉଛନ୍ତି ଧର୍ମମଯ ଓ ଦୟାଳୁ ଏବଂ ୟାହା ୟଥାର୍ଥ ସେ କରନ୍ତି। ଆମ୍ଭମାନଙ୍କର ପରମେଶ୍ବର ଦୟାଳୁ ଅଟନ୍ତି।

6 A preserver of the simple `is' Jehovah, I was low, and to me He giveth salvation.ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି। ମୁଁ ଯେତବେେଳେ ଦିନହୀନ ଥିଲି ସଦାପ୍ରଭୁ ମାେତେ ରକ୍ଷା କଲେ।

7 Turn back, O my soul, to thy rest, For Jehovah hath conferred benefits on thee.ହେ ମାରେ ପ୍ରାଣ ବିଶ୍ରାମ କର। ସଦାପ୍ରଭୁ ତୁମ୍ଭପ୍ରତି ମଙ୍ଗଳମଯ ଅଟନ୍ତି।

8 For Thou hast delivered my soul from death, My eyes from tears, my feet from overthrowing.ସଦାପ୍ରଭୁ, ତୁମ୍ଭେ ମୃତ୍ଯୁରୁ ମାରେ ପ୍ରାଣକୁ ରକ୍ଷା କଲ। ମାରେ ଲୋତକ ବନ୍ଦ କଲ। ତୁମ୍ଭେ ଝୁଣ୍ଟି ପଡ଼ିୟିବାରୁ ମାେତେ ରକ୍ଷା କର।

9 I walk habitually before Jehovah In the lands of the living.ଜୀବିତମାନଙ୍କ ଦେଶରେ ମୁଁ ସଦାପ୍ରଭୁଙ୍କ ସବୋ କରିବି।

10 I have believed, for I speak, I -- I have been afflicted greatly.ଏପରିକି ମୁଁ ୟବେେ କହିଲି, ମୁଁ ବହୁତ କଷ୍ଟ ପାଛଅଛି ତଥାପି ମୁଁ ବିଶ୍ବାସ କଲି।

11 I said in my haste, `Every man `is' a liar.'ମୁଁ ଯେତବେେଳେ ଭୟରେ ଥିଲି, କହିଲି, ସମସ୍ତ ମନୁଷ୍ଯ ମିଥ୍ଯାଚାରୀ ଅଟନ୍ତି।

12 What do I return to Jehovah? All His benefits `are' upon me.ସେ କରିଥିବା ମଙ୍ଗଳଦାନର ଫଳସ୍ବରୂପ ମୁଁ ସଦାପ୍ରଭୁଙ୍କୁ କ'ଣ ଦଇପୋରେ ?

13 The cup of salvation I lift up, And in the name of Jehovah I call.ସେ ମାେତେ ରକ୍ଷା କଲେ। ତଣେୁ ମୁଁ ତାଙ୍କୁ ପଯେ ନବୈେଦ୍ଯ ଉତ୍ସର୍ଗ କରିବି। ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।

14 My vows to Jehovah let me complete, I pray you, before all His people.ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।

15 Precious in the eyes of Jehovah `is' the death for His saints.ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ଯରୁ ସଦ୍ ଭକ୍ତମାନଙ୍କ ମୃତ୍ଯୁ ବହୁମୂଲ୍ଯ ଅଟେ।

16 Cause `it' to come, O Jehovah, for I `am' Thy servant. I `am' Thy servant, son of Thy handmaid, Thou hast opened my bonds.ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।

17 To Thee I sacrifice a sacrifice of thanks, And in the name of Jehovah I call.ମୁଁ ତୁମ୍ଭକୁ ଏକ ଧନ୍ଯବାଦାର୍ଥକ ବଳି ଦବେି। ମୁଁ ସଦାପ୍ରଭୁଙ୍କର ନାମକୁ ଡ଼ାକିବି।

18 My vows to Jehovah let me complete, I pray you, before all His people,ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।

19 In the courts of the house of Jehovah, In thy midst, O Jerusalem, praise ye Jah!ମୁଁ ତାଙ୍କର ୟିରୁଶାଲମରେ ଥିବା ମନ୍ଦିରକୁ ୟିବି। ସଦାପ୍ରଭୁଙ୍କର ପ୍ରଶଂସା କର !

Oriya Bible